ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ପ୍ୟାକେଜକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରାୟ ୮ କୋଟି ପ୍ରବାସୀ/ଅସହାୟ ପ୍ରବାସୀ ପ୍ରତ୍ୟେକଙ୍କୁ ମାସକୁ ୫ କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ’ ଏବଂ ଜୁନ, ୨୦୨୦) ମାଗଣାରେ ଖାଦ୍ୟଶସ୍ୟ ସାମଗ୍ରୀ ବାଣ୍ଟିବେ ସରକାର। ଆଜି ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ଖାଦ୍ୟ ସବସିଡି ବାବଦରେ ପ୍ରାୟ ୨,୯୮୨.୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାବାଦ ଆନ୍ତଃରାଜ୍ୟ ପରିବହନ ଏବଂ ପରିଚାଳନା ଖର୍ଚ୍ଚ ଏବଂ ଡିଲର ମାର୍ଜିନ/ଅତିରିକ୍ତ ଡିଲର […]

FOOD GRAIN

FOOD GRAIN

Subhransu Sekhar
  • Published: Wednesday, 20 May 2020
  • Updated: 20 May 2020, 06:53 PM IST

Sports

Latest News

ନୂଆଦିଲ୍ଲୀ: ପ୍ରାୟ ୮ କୋଟି ପ୍ରବାସୀ/ଅସହାୟ ପ୍ରବାସୀ ପ୍ରତ୍ୟେକଙ୍କୁ ମାସକୁ ୫ କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ’ ଏବଂ ଜୁନ, ୨୦୨୦) ମାଗଣାରେ ଖାଦ୍ୟଶସ୍ୟ ସାମଗ୍ରୀ ବାଣ୍ଟିବେ ସରକାର। ଆଜି ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି।

ଏହି ଖାଦ୍ୟ ସବସିଡି ବାବଦରେ ପ୍ରାୟ ୨,୯୮୨.୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାବାଦ ଆନ୍ତଃରାଜ୍ୟ ପରିବହନ ଏବଂ ପରିଚାଳନା ଖର୍ଚ୍ଚ ଏବଂ ଡିଲର ମାର୍ଜିନ/ଅତିରିକ୍ତ ଡିଲର ମାର୍ଜିନ ପାଇଁ ଖର୍ଚ୍ଚ ପ୍ରାୟ ୧୨୭.୨୫ କୋଟି ହେବ। ଏ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଭରଣ କରିବେ। ସେହି ଅନୁଯାୟୀ, ଭାରତ ସରକାରଙ୍କ ମୋଟ ସବସିଡି ପ୍ରାୟ ୩,୧୦୯.୫୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

କରୋନା ମହାମାରୀ ଯୋଗୁଁ ଆର୍ଥିକ ସମସ୍ୟା ଦେଖାଦେଇଛି। ଏହାକୁ ନଜରରେ ରଖି ପ୍ରବାସୀ/ଅସହାୟ ପ୍ରବାସୀଙ୍କ ଲାଗି ସରକାର ମାଗଣାରେ ଦୁଇ ମାସ ପାଇଁ ଖାଦ୍ୟଶସ୍ୟ ବାଣ୍ଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଘୋଷଣା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରାମଣ ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story