ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ ଦୃଷ୍ଟିରୁ କାଶ୍ମୀରର ଦୁଇଟି ଜିଲ୍ଲାରେ କଫ୍ୟୁ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ବଚ୍ଛିନ୍ନତାବାଦୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ଦକ୍ଷିଣ କାଶ୍ମୀରର ପୁଲୱାମା ଓ କୁଲଗାମ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଏହା ସହିତ କେତେକ ଅଞ୍ଚଳରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ୍‌ ଓ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତକାଲି ଜମ୍ମୁ ଓ କାଶ୍ମୀରେ ବିଚ୍ଛିନ୍ନତାବାଦୀମାନଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ […]

Kishtwar security

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 03:43 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ବଚ୍ଛିନ୍ନତାବାଦୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ଦକ୍ଷିଣ କାଶ୍ମୀରର ପୁଲୱାମା ଓ କୁଲଗାମ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଏହା ସହିତ କେତେକ ଅଞ୍ଚଳରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ୍‌ ଓ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗତକାଲି ଜମ୍ମୁ ଓ କାଶ୍ମୀରେ ବିଚ୍ଛିନ୍ନତାବାଦୀମାନଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଲୋକ ଆହତ ହୋଇଥିଲେ। ଏହା ସହ ଜମ୍ମୁ ଓ କାଶ୍ମୀରରେ କର୍ଫ୍ୟୁ ଜାରି କରାଯାଇଥିଲା।

ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣ କରାଯିବ ନାହିଁ ବୋଲି ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଗିଲାନୀ ଗତକାଲି କହିଥିଲେ।

Related story