ଚଳନ୍ତା ଟ୍ରେନ୍‌ରେ ଛୁଆ ଜନ୍ମ କଲେ ମହିଳା

ରାୟପୁର: ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଯୋଗେ ଛତିଶଗଡ଼ର ରାୟପୁର ସହର ଯାଉଥିବା ଜଣେ ମହିଳା ଚଳନ୍ତା ଟ୍ରେନ୍‌ରେ ହିଁ ଛୁଆ ଜନ୍ମ କରିଛନ୍ତି। ଲକ୍ଷ୍ମୀ ନାମକ ଏହି ମହିଳା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ରାୟପୁର ଫେରୁଥିବା ସମୟରେ ଏହି ଘଟଣା ଘଟିଛି। ରାତିରେ ଟ୍ରେନ୍‌ ଚଳନ୍ତା ଅବସ୍ଥାରେ ଥିବା ସମୟରେ ଲେବର ପେନ୍‌ ଆରମ୍ଭ ହୋଇଥିଲା। ସେତେବେଳକୁ ଟ୍ରେନ୍‌ ଉତ୍ତରପ୍ରଦେଶର ଝାନ୍‌ସିରେ ପହଞ୍ଚିଥିଲା। ସ୍ୱାମୀ ସନ୍ତୋଷ ତୁରନ୍ତ ଦାୟିତ୍ୱରେ ଥିବା ଟିଟିଇ ଶଙ୍କର କୁମାରଙ୍କୁ ଏହି […]

train

train

Subrat Kumar Nayak
  • Published: Tuesday, 03 September 2019
  • Updated: 03 September 2019, 05:11 PM IST

Sports

Latest News

ରାୟପୁର: ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଯୋଗେ ଛତିଶଗଡ଼ର ରାୟପୁର ସହର ଯାଉଥିବା ଜଣେ ମହିଳା ଚଳନ୍ତା ଟ୍ରେନ୍‌ରେ ହିଁ ଛୁଆ ଜନ୍ମ କରିଛନ୍ତି। ଲକ୍ଷ୍ମୀ ନାମକ ଏହି ମହିଳା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ରାୟପୁର ଫେରୁଥିବା ସମୟରେ ଏହି ଘଟଣା ଘଟିଛି।

ରାତିରେ ଟ୍ରେନ୍‌ ଚଳନ୍ତା ଅବସ୍ଥାରେ ଥିବା ସମୟରେ ଲେବର ପେନ୍‌ ଆରମ୍ଭ ହୋଇଥିଲା। ସେତେବେଳକୁ ଟ୍ରେନ୍‌ ଉତ୍ତରପ୍ରଦେଶର ଝାନ୍‌ସିରେ ପହଞ୍ଚିଥିଲା। ସ୍ୱାମୀ ସନ୍ତୋଷ ତୁରନ୍ତ ଦାୟିତ୍ୱରେ ଥିବା ଟିଟିଇ ଶଙ୍କର କୁମାରଙ୍କୁ ଏହି ବିଷୟରେ ଜଣାଇଥିଲେ। ଏହି ସୂଚନା ପାଇ ଟିଟିଇ ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ସେ ଏକ ଡାକ୍ତରୀଦଳ ଯୋଗାଇବାକୁ ମଧ୍ୟ କହିଥିଲେ।

କିନ୍ତୁ ସେମାନେ ପହଞ୍ଚିବା ଆଗରୁ ହିଁ ଟ୍ରେନ୍‌ରେ ଲକ୍ଷ୍ମୀଙ୍କ ସହ ଯାତ୍ରା କରୁଥିବା ଅନ୍ୟ କିଛି ମହିଳା ପ୍ରସବ କରାଇଦେଇଥିଲେ। ଉଭୟ ଛୁଆ ଏବଂ ମା ବର୍ତ୍ତମାନ ସୁସ୍ଥ ଅଛନ୍ତି। ପ୍ରସବ ପରେ ସହଦୋଲ ଷ୍ଟେସନ୍‌ଠାରେ ଟ୍ରେନ୍‌ ୩୦ ମିନିଟ୍ ପାଇଁ ଅଟକିଥିଲା। ଏଠାରେ ଜଣେ ଡାକ୍ତର ଲକ୍ଷ୍ମୀଙ୍କୁ ଆବଶ୍ୟକୀୟ ଔଷଧ ଦେଇଥିଲେ।

ରେଲ୍‌ୱେ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ଟ୍ୱିଟ୍‌ କରାଯାଇଛି। ଏହି ଟ୍ୱିଟ୍‌ରେ କିଛି ଫଟୋ ମଧ୍ୟ ଯୋଡ଼ାଯାଇଛି। ଏହି ଫଟୋ ସବୁରେ ଛୁଆ ସହ ମା’ ଲକ୍ଷ୍ମୀ, ସନ୍ତୋଷ ଏବଂ ଟିଟିଇ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story