ଇସ୍ରାଏଲରେ ଚୀନ୍ ରାଷ୍ଟ୍ରଦୂତଙ୍କ ମୃତ ଦେହ ଉଦ୍ଧାର

ଜେରୁଜେଲମ: ଇସ୍ରାଏସଲରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଇସ୍ରାଏଲର ହେରଜଲିୟାରେ ଥିବା ସରକାରୀ ବାସଭବନରେ ଚୀନ୍ ରାଷ୍ଟ୍ରଦୂତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇସ୍ରାଏଲର ଗଣମାଧ୍ୟମ ସଂସ୍ଥା YNET ଅନୁଯାୟୀ ମୃତ ଚୀନ୍ ରାଷ୍ଟ୍ରଦୂତଙ୍କ ନାମ ଡୁ ଓ୍ୱେଇ, ତାଙ୍କ ବୟସ ୫୭। ସେ ଇସ୍ରାଏଲରେ ଚୀନର ରାଷ୍ଟ୍ରଦୃତ ଭାବରେ ଅବସ୍ଥାପିତ ହେବା ପରେ ଫେବୃଆରୀ ୧୫ରେ ଇସ୍ରାଏଲ ପହଞ୍ଚିଥିଲେ। କରୋନା ସଂକ୍ରମଣ ପାଇଁ ଦୁଇ […]

merliN

merliN

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 03:27 PM IST

Sports

Latest News

ଜେରୁଜେଲମ: ଇସ୍ରାଏସଲରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଇସ୍ରାଏଲର ହେରଜଲିୟାରେ ଥିବା ସରକାରୀ ବାସଭବନରେ ଚୀନ୍ ରାଷ୍ଟ୍ରଦୂତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଇସ୍ରାଏଲର ଗଣମାଧ୍ୟମ ସଂସ୍ଥା YNET ଅନୁଯାୟୀ ମୃତ ଚୀନ୍ ରାଷ୍ଟ୍ରଦୂତଙ୍କ ନାମ ଡୁ ଓ୍ୱେଇ, ତାଙ୍କ ବୟସ ୫୭। ସେ ଇସ୍ରାଏଲରେ ଚୀନର ରାଷ୍ଟ୍ରଦୃତ ଭାବରେ ଅବସ୍ଥାପିତ ହେବା ପରେ ଫେବୃଆରୀ ୧୫ରେ ଇସ୍ରାଏଲ ପହଞ୍ଚିଥିଲେ। କରୋନା ସଂକ୍ରମଣ ପାଇଁ ଦୁଇ ସପ୍ତାହକ୍ୱାରେଣ୍ଟାଇନରେ ଥିଲେ। ଏହି ମହାମାରୀ ପାଇଁ ସରକାରୀ ଭାବରେ କାର୍ଯ୍ୟଭାର ସମ୍ଭାଳିନଥିବା ସୂଚନା ରହିଛି।

ପ୍ରଥମେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲେ। ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇସ୍ରାଏଲ ପୁଲିସ ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଏ ନେଇ ଚୀନର ଡେପୁଟି ରାଷ୍ଟ୍ରଦୂତଙ୍କୁ ଅବଗତ କରାଯାଇଛି। ଏହାବାଦ ମୃତ ରାଷ୍ଟ୍ରଦୂତଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ଇସ୍ରାଏଲ ସରକାର କଥା ହୋଇଛନ୍ତି। ଡୁ ଓ୍ୱେଇଙ୍କ ପରିବାର ଲୋକେ ଏବେ ଚୀନରେ ଥିବା ଜଣାପଡ଼ିଛି। ତେବେ ଚୀନ ଏବାବଦରେ କୌଣସି ପ୍ରତିକ୍ରିୟା ରଖିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story