ଲଦାଖରୁ ୩୦ କିଲୋମିଟର ଦୂରରେ ଉଡ଼ିଲା ଚୀନ୍ ବିମାନ

ନୂଆଦିଲ୍ଲୀ: ଲଦାଖରେ ସୀମାରେ ପୁଣି ଚୀନ୍ ସକ୍ରିୟ ହୋଇଛି। ଲଦାଖରୁ ୩୦ କିଲୋମିଟର ଦୂରରେ ଚୀନର ଲଢ଼ୁଆ ବିମାନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଭାରତ ମଧ୍ୟ ଚୀନର ଗତିବିଧି ଉପରେ କଡ଼ା ନଜର ରଖିଛି। ଚୀନର ଲଢ଼ୁଆ ବିମାନ ହୋଟନ ଏବଂ ଗରୁଗୁଁସା ଠିକଣାରେ ବିମାନ ୧୦୦-୧୫୦ କିଲୋମିଟର ଦୂରରେ ରହିଛି। ସୂଚନାଯୋଗ୍ୟ, ଚୀନର ପ୍ରାୟ ୧୦-୧୨ ଲଢ଼ୁଆ ବିମାନ ରହିଛି। ଭାରତ ସୀମାର ଆଖପାଖରେ ଉଡ଼ାଣ ଭରୁଛି। ଏହି ଯୁଦ୍ଧ ବିମାନ ଜେ-୧୧ ଏବଂ […]

Fighter jets

Subhransu Sekhar
  • Published: Monday, 01 June 2020
  • , Updated: 01 June 2020, 11:42 PM IST

ନୂଆଦିଲ୍ଲୀ: ଲଦାଖରେ ସୀମାରେ ପୁଣି ଚୀନ୍ ସକ୍ରିୟ ହୋଇଛି। ଲଦାଖରୁ ୩୦ କିଲୋମିଟର ଦୂରରେ ଚୀନର ଲଢ଼ୁଆ ବିମାନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଭାରତ ମଧ୍ୟ ଚୀନର ଗତିବିଧି ଉପରେ କଡ଼ା ନଜର ରଖିଛି। ଚୀନର ଲଢ଼ୁଆ ବିମାନ ହୋଟନ ଏବଂ ଗରୁଗୁଁସା ଠିକଣାରେ ବିମାନ ୧୦୦-୧୫୦ କିଲୋମିଟର ଦୂରରେ ରହିଛି।

ସୂଚନାଯୋଗ୍ୟ, ଚୀନର ପ୍ରାୟ ୧୦-୧୨ ଲଢ଼ୁଆ ବିମାନ ରହିଛି। ଭାରତ ସୀମାର ଆଖପାଖରେ ଉଡ଼ାଣ ଭରୁଛି। ଏହି ଯୁଦ୍ଧ ବିମାନ ଜେ-୧୧ ଏବଂ ଜେ-୭ର ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରହିଛି।

Related story