ପ୍ରତିପକ୍ଷ ଦଳକୁ ଖସାଇବା କଥା କହୁଥିବା ବେଳେ ମଞ୍ଚରୁ ଗଳି ପଡ଼ିଲେ କଂଗ୍ରେସ ନେତା

ପାଟଣା: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ୧୫ ବର୍ଷର ନୀତୀଶ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। ଗୁରୁବାର ଏକ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ପ୍ରଚାର କରୁଥିବା ବେଳେ ନିଜେ ମଞ୍ଚରୁ ଖସିପଡିଛନ୍ତି। ମଞ୍ଚରୁ ଗଳି ପଡ଼ିବା ବେଳେ କଂଗ୍ରେସ ନେତା ଯାହା କହୁଥିଲା ତାହା ଏବେ ହସର ଖୋରାକ୍ ଯୋଗାଇଛି। ଯାହାର ଭିଡିଓ ଏବେ ସୋଶାଲ […]

Congress candidate falls as the stage collapsed during his address

Subhransu Sekhar
  • Published: Friday, 30 October 2020
  • Updated: 30 October 2020, 09:24 AM IST

Sports

Latest News

ପାଟଣା: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ୧୫ ବର୍ଷର ନୀତୀଶ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। ଗୁରୁବାର ଏକ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମଶକୁର ଅହମ୍ମଦ ଉସମାନୀ ପ୍ରଚାର କରୁଥିବା ବେଳେ ନିଜେ ମଞ୍ଚରୁ ଖସିପଡିଛନ୍ତି। ମଞ୍ଚରୁ ଗଳି ପଡ଼ିବା ବେଳେ କଂଗ୍ରେସ ନେତା ଯାହା କହୁଥିଲା ତାହା ଏବେ ହସର ଖୋରାକ୍ ଯୋଗାଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସେ କହୁଥିଲେ, ଗଣତନ୍ତ୍ରର ଲୋକମାନେ କାହାକୁ କେତେବେଳେ ଖସାଇବାକୁ ହେବ। ସେ କହିବା ମାତ୍ରେ ନିଜେ ମଞ୍ଚରୁ ଗଳି ପଡ଼ିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

https://twitter.com/ANI/status/1321743993877639169

ସୂଚନାଯୋଗ୍ୟ, ଅକ୍ଟୋବର ୨୮ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୧୬ଟି ଜିଲ୍ଲାର ୭୧ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୩.୫୪ ପ୍ରତିଶତ ମତଦାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ଅନୁଷ୍ଠିତ ହେବ। ୧୦ ନଭେମ୍ବରରେ ଫଳାଫଳ ବାହାରିବ।

ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଟି ଜିଲ୍ଲାର ୯୪ ଟି ଆସନରେ ଏବଂ ତୃତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନରେ ମତଦାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story