ଆସନ୍ତାକାଲି ଚିଦାମ୍ୱରମଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗରିଫ ହୋଇ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ୱରମଙ୍କ ଜାମିନ୍ ଆବେଦନର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ଇଡି ଦ୍ୱାରା ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ। ୧୦୦ରୁ ଅଧିକ ଦିନ ହେବ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି ଚିଦାମ୍ୱରମ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରଥମେ […]

CHIDAMBARAM 22 (1)

CHIDAMBARAM 22 (1)

Subhransu Sekhar
  • Published: Tuesday, 03 December 2019
  • Updated: 03 December 2019, 09:13 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗରିଫ ହୋଇ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ୱରମଙ୍କ ଜାମିନ୍ ଆବେଦନର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ଇଡି ଦ୍ୱାରା ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ। ୧୦୦ରୁ ଅଧିକ ଦିନ ହେବ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି ଚିଦାମ୍ୱରମ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରଥମେ ଅଗଷ୍ଟ ୨୧ରେ ସେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଏହି ମାମଲାରେ ସେ ଜାମିନ ପାଇ ଯାଇଛନ୍ତି। ଜେଲରେ ରହିବା ବେଳେ ଅକ୍ଚୋବରରେ ମନି ଲଣ୍ଡରିଂ ମାମଲାରେ ଚିଦାମ୍ୱରମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ। ଗତ ଗୁରୁବାର ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଯଦି ସେ ଇଡି ମାମଲାରେ ଜାମିନ୍ ପାଇବେ ତାହେଲେ ଚିଦାମ୍ୱରମ ଜେଲରୁ ବାହାରିବା ବାଟ ପରିଷ୍କାର ହୋଇଯିବ।

ଏହା ପୂର୍ବରୁ ଇଡି ମାମଲାରେ ହାଇକୋର୍ଟ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ କରି ସାରିଛନ୍ତି। ରାୟ ଶୁଣାଣି ବେଳେ ହାଇକୋର୍ଟ କହିଥିଲେ, ଆଇଏନଏକ୍ସ ମିଡିଆ ଆର୍ଥିକ ନେଣଦେଣ ମାମଲାରେ ଚିଦାମ୍ୱରମଙ୍କ ସଂପୃକ୍ତି ରହିବା ସହିତ ଗମ୍ଭୀର ଅଭିଯୋଗ ରହିଛି। ଯଦି ଜାମିନ ଦିଆଯିବ ତାହାଲେ ସମାଜକୁ ଖରାପ ବାର୍ତ୍ତା ଯିବ ବୋଲି ଜଷ୍ଟିସ ସୁରେଶ କହିଥିଲେ। ଏହାପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ୱରମ।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ୨୦୦୭ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ପାଇଥିଲା। ଏହି ଟଙ୍କା ବେଆଇନ ଉପାୟରେ ନିବେଶ ହୋଇଥିଲା। ପୁଞ୍ଜି ନିବେଶ ପାଇଁ ସରକାର ଏଫଆଇପିବି ବୋର୍ଡର ନିୟମରେ ହେରଫେର କରିଥିଲେ। ସେତେବେଳର ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କ ନିର୍ଦ୍ଦେଶରେ ଏହି ହେରଫେର ହୋଇଥିଲା ବୋଲି ଅଭିଯୋଗ ରହିଛି। ଏଥିପାଇଁ ଚିଦାମ୍ୱରମ ମଧ୍ୟ ବ୍ୟକ୍ତିଗତ ଭାବରେ ଲାଭବାନ ହୋଇଥିଲେ ବୋଲି ମଧ୍ୟ ତଦନ୍ତକାରୀ ସଂସ୍ଥା କହିଛନ୍ତି। ଏହାପରେ ସିବିଆଇ ମେ ୨୦୧୭ରେ ଚିଦାମ୍ୱରମଙ୍କ ବିରୋଧରେ ଏତଲା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story