ଟ୍ୱିଟ୍ କରି ଦେଶବାସୀଙ୍କ ଆକ୍ରୋଶର ଶିକାର ହେଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଦେଶବାସୀଙ୍କ ଆକ୍ରୋଶର ଶିକାର ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି। ଦଶହରା ଅବସରରେ ନେପାଳବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଓଲି ଟ୍ୱିଟ୍ କରି ନେପାଳର ପୁରୁଣା ମାନଚିତ୍ରକୁ ଶେୟାର କରିଛନ୍ତି। ନିକଟରେ ନେପାଳ ସରକାର ଭାରତର କିଛି ସ୍ଥାନକୁ ସାମିଲ୍ କରି ନୂଆ ମାନଚିତ୍ର ଜାରି କରିଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଏବେ ଓଲି ପୁରୁଣା ମାନଚିତ୍ର ଶେୟାର କରିଥିବାରୁ ଦେଶବାସୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ଆକ୍ରୋଶର ଶିକାର […]

kp oli

kp oli

Subhransu Sekhar
  • Published: Sunday, 25 October 2020
  • Updated: 25 October 2020, 10:42 PM IST

କାଠମାଣ୍ଡୁ: ଦେଶବାସୀଙ୍କ ଆକ୍ରୋଶର ଶିକାର ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି। ଦଶହରା ଅବସରରେ ନେପାଳବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଓଲି ଟ୍ୱିଟ୍ କରି ନେପାଳର ପୁରୁଣା ମାନଚିତ୍ରକୁ ଶେୟାର କରିଛନ୍ତି। ନିକଟରେ ନେପାଳ ସରକାର ଭାରତର କିଛି ସ୍ଥାନକୁ ସାମିଲ୍ କରି ନୂଆ ମାନଚିତ୍ର ଜାରି କରିଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଏବେ ଓଲି ପୁରୁଣା ମାନଚିତ୍ର ଶେୟାର କରିଥିବାରୁ ଦେଶବାସୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି।

ଆକ୍ରୋଶର ଶିକାର ହେବା ପରେ ଓଲିଙ୍କ କାର୍ଯ୍ୟାଳୟ ଆଗକୁ ଆସିଛି। ଦେଶବାସୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ଅଫିସ କହିଛି ଯେ ସଂଶୋଧିତ ମାନଚିତ୍ରର ଆକାର ଛୋଟ ତେଣୁ ଏହା ଭଲ ଭାବରେ ଦେଖା ଯାଉନି। ଜୁନ୍ ମାସରେ ନେପାଳର ସଂସଦ ଦେଶର ନୂଆ ମାନଚିତ୍ରକୁ ଅନୁମତି ଦେଇଥିଲା। ଯେଉଁଥିରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାଙ୍କୁ ନେପାଳର ଅଂଶ ଭାବରେ ଦର୍ଶାଇଥିଲା ଯାହାକି ଉତ୍ତରପ୍ରଦେଶର ପିଥୋରାଗଡର ଏକ ଅଂଶ।

ନେପାଳର ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସର ମୁଖପାତ୍ର ବିଶ୍ୱ ପ୍ରକାଶ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ବାର୍ତ୍ତାରେ ଏକ ପୁରୁଣା ମାନଚିତ୍ର ରହିଛି ଯେଉଁଥିରେ ଲିମ୍ପିଆଧୁରା ଅନ୍ତର୍ଭୁକ୍ତ ନାହିଁ। ଏହା କିପରି ଏକ ସାଧାରଣ ଭୁଲ ହୋଇପାରେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story