ହାଲୋ, କଣ୍ଟ୍ରୋଲ ରୁମ୍...ଦୁର୍ଘଟଣା ହେବାର ୬୦ ସେକେଣ୍ଡ ପୂର୍ବରୁ ପାଇଲଟଙ୍କ ମେସେଜ୍

କରାଚି: ପାକିସ୍ତାନ ପାଇଁ ଆଜି ଶୁକ୍ରବାର ଅଶୁଭ ସାବ୍ୟସ୍ତ ହୋଇଛି। ଅପରାହ୍ନରେ ୯୯ ଯାତ୍ରୀ ଓ ୮ କ୍ର୍ୟୁ ସଦସ୍ୟଙ୍କ ନେଇ କରାଚି ବିମାନ ବନ୍ଦରରେ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛି ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସ (ପିଆଇଏ)ର ଏୟାରବେସ୍ ଏ୩୨୦ ବିମାନ। ଅପରାହ୍ନ ୨ଟା ୪୫ରେ ଅକସ୍ମାତ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ସମେତ ଅନେକ ଦେଶ ସ୍ତବ୍ଧ ହୋଇଯାଇଛି। ତେବେ ବିମାନଟି ଦୁର୍ଘଟଣାର ଶିକାର ହେବା ପୂର୍ବରୁ ପାଇଲଟ […]

pak flight crashed

pak flight crashed

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 07:13 PM IST

Sports

Latest News

କରାଚି: ପାକିସ୍ତାନ ପାଇଁ ଆଜି ଶୁକ୍ରବାର ଅଶୁଭ ସାବ୍ୟସ୍ତ ହୋଇଛି। ଅପରାହ୍ନରେ ୯୯ ଯାତ୍ରୀ ଓ ୮ କ୍ର୍ୟୁ ସଦସ୍ୟଙ୍କ ନେଇ କରାଚି ବିମାନ ବନ୍ଦରରେ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛି ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସ (ପିଆଇଏ)ର ଏୟାରବେସ୍ ଏ୩୨୦ ବିମାନ। ଅପରାହ୍ନ ୨ଟା ୪୫ରେ ଅକସ୍ମାତ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ସମେତ ଅନେକ ଦେଶ ସ୍ତବ୍ଧ ହୋଇଯାଇଛି। ତେବେ ବିମାନଟି ଦୁର୍ଘଟଣାର ଶିକାର ହେବା ପୂର୍ବରୁ ପାଇଲଟ କଣ୍ଟ୍ରୋଲ ରୁମକୁ ଦେଇଥିବା ବାର୍ତ୍ତାର ସୂଚନା ମିଳିଛି।

ପାଇଲଟ୍: ଆମ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଛି।
କଣ୍ଟ୍ରୋଲ ରୁମ୍: କ’ଣ ଆପଣ ବିମାନ ଅବତରଣ କରିବାକୁ ପ୍ରସ୍ତୁତ ଅଛନ୍ତି? ୨.୦୫ ସୁଦ୍ଧା ରନଓ୍ୱେରେ ଲ୍ୟାଣ୍ଡିଂ କରି ପାରିବ ବିମାନ।
ପାଇଲଟ୍: ମେଡେ..ମେଡେ..ମେଡେ

ଏହାର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି। ପିଆଇଏର ସିଇଓ କହିଛନ୍ତି ବୈଷୟିକ ତ୍ରୁଟି ବାବଦରେ ପାଇଲଟ ସୂଚନା ଦେଇଥିଲେ।

ମେଡେ କ'ଣ?

କହିରଖୁଛୁ, ରେଡିଓ ଫ୍ରିକ୍ୟୁଏନସିରେ କଥା ହେବା ବେଳେ ଅସୁବିଧାରେ ଥିଲେ ପାଇଲଟ ‘ମେଡେ’ କହିଥାନ୍ତି। ଏହା ଏକ ବୈଷୟିକ ଶବ୍ଦ। ବିପଦ ଆସୁଥିବାବେଳେ ଏଭଳି ଶବ୍ଦର ପ୍ରୟୋଗ କରାଯାଇଥାଏ। ଏହା ଦ୍ୱାରା ପାଇଲଟ୍ ନିଜେ ମଧ୍ୟ ଅସୁରକ୍ଷିତ ବୋଲି ବୁଝାଯାଏ। ‘ମେଡେ’ ଏକ ଫ୍ରାନ୍ସର ଶବ୍ଦ। m’aiderର ଅର୍ଥ ମୋତେ ସାହାଯ୍ୟ କର।

ତେବେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଅବତରଣ ବେଳେ ବିମାନର ତଳ ଭାଗରେ ଏକ ଲ୍ୟାଣ୍ଡିଙ୍ଗ୍ ଗିଅର୍ ରହିଛି। ଏହି ଗିଅର ବକ୍ସ ଖୋଲିବା ପରେ ବିମାନ ଅବତରଣ କରିଥାଏ। ଏହାପରେ ବିମାନଟି ରନୱେରେ ଅବତରଣ କରିଥାଏ। ହେଲେ ବୈଷୟିକ ତ୍ରୁଟି ପାଇଁ ଏହା ଖୋଲିନଥିଲା। ତେଣୁ ଏହି ଦୁର୍ଘଟଣାରେ ଲ୍ୟାଣ୍ଡିଂ ଗିଅର ନଖୋଲିବାରୁ ବିମାନଟି ଘର ଉପରେ ଖସି ପଡ଼ିଛି।

ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ସହିତ ମୋଟ୍ ୧୦୭ ଜଣ ବିମାନରେ ଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ବିମାନ ଏୟାରବେସ୍ ଏ୩୨୦। ଏହି ବିମାନ ଚୀନ୍ ପାକିସ୍ତାନକୁ ଉପହାର ସ୍ୱରୂପ ଦେଇଥିବା କୁହାଯାଉଛି।

ପାକିସ୍ତାନର ଡନ୍ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଲାହୋରରୁ କରାଚି ଆସୁଥିଲା ଏହି ବିମାନ । ଜିନା ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ମଲିର ନିକଟରେ ଥିବା ମଡେଲ କଲୋନୀରେ ବିମାନଟି ଖସି ପଡ଼ିଛି। ବିମାନରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ ଜଣ କ୍ର୍ୟୁ ମେମ୍ୱର ବା ବିମାନ କର୍ମଚାରୀ ଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହାକୁ ନେଇ ଦଃଖ ପ୍ରକାଶ କରିବା ସହିତ ପିଆଇଏ ମୁଖ୍ୟଙ୍କ ସହିତ ସେ ଯୋଗାଯୋଗରେ ଥିବା ଟୁଇଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story