ଆମେରିକା ଫଣ୍ଡ ରୋକିବା ପରେ ହାତ ଖୋଲିଦେଲା ଚାଇନା

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପାଣ୍ଠି ଯୋଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାପରେ WHOକୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ଚାଇନା। ନିକଟରେ ୨ କୋଟି ଡଲାର WHO ଫଣ୍ଡକୁ ଚାଇନା ଦେଇଥିଲା ଏବେ ଆଉ ୩ କୋଟି ଡଲାର ଆର୍ଥିକ ସହାୟତା ଦେଇଛି। ଏହି ଦୁଇଟି ଆର୍ଥିକ ସହାୟତା ଅଲଗା ଅଲଗା। ଏ ନେଇ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗ୍ୟାଙ୍ଗ ଶୁଆଙ୍ଗ ସୂଚନା ଦେଇଛନ୍ତି। […]

trump who

trump who

Subhransu Sekhar
  • Published: Thursday, 23 April 2020
  • Updated: 23 April 2020, 07:19 PM IST

Sports

Latest News

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପାଣ୍ଠି ଯୋଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାପରେ WHOକୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ଚାଇନା। ନିକଟରେ ୨ କୋଟି ଡଲାର WHO ଫଣ୍ଡକୁ ଚାଇନା ଦେଇଥିଲା ଏବେ ଆଉ ୩ କୋଟି ଡଲାର ଆର୍ଥିକ ସହାୟତା ଦେଇଛି। ଏହି ଦୁଇଟି ଆର୍ଥିକ ସହାୟତା ଅଲଗା ଅଲଗା। ଏ ନେଇ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗ୍ୟାଙ୍ଗ ଶୁଆଙ୍ଗ ସୂଚନା ଦେଇଛନ୍ତି।

କରୋନା ମହାମାରୀ ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବା ପାଇଁ WHOକୁ ସହଯୋଗ କରିବା ଏହି ଆର୍ଥିକ ସହାୟତାର ଉଦ୍ଦେଶ୍ୟ ବୋଲି ଚାଇନା କହିଛି। ଆମେରିକା ସରକାର ଫଣ୍ଡ ରୋକ ଲଗାଇବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଦରକାର ବୋଲି ବୁଧବାର WHOର ପ୍ରମୁଖ ଟେଡ୍ରୋସ କହିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରୁଥିବା ଦର୍ଶାଇଛି ଆମେରିକା। ଏଭଳି ଅଭିଯୋଗ ଆଣି WHOକୁ ଯେଉଁ ପାଣ୍ଠି ଯୋଗାଉଥିଲା ଆମେରିକା ସେଥିରେ ରୋକ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି। ଆମେରିକା WHOକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବାବେଳେ ମାତ୍ର ୪୦ ମିଲିଅନ ଡଲାର ଦେଉଛି।

ଚାଇନା କରୋନାକୁ ନେଇ ଅନେକ ତଥ୍ୟ ଲୁଚାଉଛି। ଏମିତିକି କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ନିଜେ WHO ବିଫଳ ବୋଲି ଟ୍ରମ୍ପ କହିଛନ୍ତି। ଯେତେବେଳେ ଚାଇନାରେ ଏହି ମହାମାରୀ ବିସ୍ତାର କରୁଥିଲା ସେତେବେଳେ WHO ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story