ପ୍ରଚାର ସର୍ବସ୍ୱ ମହିଳା ସୁରକ୍ଷା, ଖର୍ଚ୍ଚ ହୋଇପାରୁନି ‘ନିର୍ଭୟା ଫଣ୍ଡ’

ନୂଆଦିଲ୍ଲୀ: ଝିଅ ଓ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନାରା ଦେଉଛନ୍ତି। ହେଲେ ଏହି ନାରା ପ୍ରଚର ସର୍ବସ୍ୱ ବୋଲି ଜଣାପଡ଼ିଛି। କାରଣ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଦ୍ୱାରା ଗଠିତ ହୋଇଥିବା ‘ନିର୍ଭୟା ଫଣ୍ଡ’ର ବ୍ୟବହାର କରିପାରି ନାହାନ୍ତି ଅନେକ ରାଜ୍ୟ। ଯେଉଁଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି। ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଛି। ଏବେ ଏହି ଘଟଣାକୁ ନେଇ ସାରା […]

no rape

no rape

Subhransu Sekhar
  • Published: Sunday, 01 December 2019
  • Updated: 01 December 2019, 07:34 PM IST

Sports

Latest News

ନୂଆଦିଲ୍ଲୀ: ଝିଅ ଓ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନାରା ଦେଉଛନ୍ତି। ହେଲେ ଏହି ନାରା ପ୍ରଚର ସର୍ବସ୍ୱ ବୋଲି ଜଣାପଡ଼ିଛି। କାରଣ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଦ୍ୱାରା ଗଠିତ ହୋଇଥିବା ‘ନିର୍ଭୟା ଫଣ୍ଡ’ର ବ୍ୟବହାର କରିପାରି ନାହାନ୍ତି ଅନେକ ରାଜ୍ୟ। ଯେଉଁଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି। ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଛି। ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକସଭାରେ ପ୍ରଶ୍ନକାଳ ବେଳେ ସାଂସଦ ଦୀୟା କୁମାରୀ ନିର୍ଭୟା ଫଣ୍ଡର ଖର୍ଚ୍ଚ ବାବଦରେ ପଚରିଥିଲେ ଯାହାର ଉତ୍ତର ଦେଇଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ।

ଓଡ଼ିଶା ସମେତ କିଛି ରାଜ୍ୟ ନିର୍ଭୟା ଫଣ୍ଡର ବ୍ୟବହାର କରିଥିବା ବେଳେ ୧୧ଟି ରାଜ୍ୟ ନିର୍ଭୟା ଫଣ୍ଡ ଖର୍ଚ୍ଚ କରି ପାରିନଥିବା ଜଣାପଡ଼ିଛି। ଯେଉଁଥିରେ ମହାରାଷ୍ଟ୍ର, ମେଘାଳୟ, ମଣିପୁର, ସିକ୍କିମ, ତ୍ରିପୁରା ଭଳି ରାଜ୍ୟ ରହିଛନ୍ତି। ସେହିଭଳି ଓଡ଼ିଶା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଚ୍ର, ମଣିପୁର, ନାଗାଲ୍ୟାଣ୍ଡ, ରାଜସ୍ଥାନ, ତ୍ରିପୁରା ଏବଂ ଉତ୍ତରାଖଣ୍ଡକୁ ନିର୍ଭୟା ଫଣ୍ଡରୁ ଟଙ୍କା ଦିଆଯାଇଛି ବୋଲି ଜଣାପଡ଼ିଛି।

ଦିଲ୍ଲୀ ସରକାର ୩୯୦. ୯୦ କୋଟି ପାଇଥିବା ବେଳେ ୧୯.୪୧ କୋଟି ଖର୍ଚ୍ଚ କରିଛନ୍ତି। ଉତ୍ତର ପ୍ରଦେଶରେ ୧୧୯ କୋଟିରୁ ମାତ୍ର ୩.୯୩ କୋଟି, କର୍ଣ୍ଣାଟକ ୧୯୧.୭୨ କୋଟିରୁ ୧୩.୬୨ କୋଟି, ତେଲେଙ୍ଗନା ୧୦୩ କୋଟିରୁ ୪.୧୯ କୋଟି, ଆନ୍ଧ୍ର ପ୍ରଦେଶ ୨୦.୮୫ କୋଟିରୁ ୮.୧୪ କୋଟି, ବିହାର ୨୨.୫୮ କୋଟିରୁ ୭.୦୨ କୋଟି, ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟ ୭୦.୦୪ କୋଟିରୁ ୧.୧୮ କୋଟି, ମଧ୍ୟପ୍ରଦେଶ ୪୩.୧୬ କୋଟିରୁ ୬.୩୯ କୋଟି, ତାମିଲନାଡୁ ୧୯୦.୬୮ କୋଟିରୁ ୬ କୋଟି, ପଶ୍ଚିମୂବଙ୍ଗ ୭୫.୭୦ କୋଟିରୁ ୩.୯୨ କୋଟି ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ଜୁଲାଇ ମାସରେ ଏହି ପ୍ରସଙ୍ଗରେ ମଧ୍ୟ ଲୋକସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରତିକ୍ରିୟା ରଖିଥିଲେ, ଯେଉଁଥିରେ ସେ କହିଥିଲେ ଓଡ଼ିଶାକୁ ନିର୍ଭୟା ଫଣ୍ଡ ଜରିଆରେ ଦିଆଯାଇଥିବା ଟଙ୍କାରୁ ମାତ୍ର ୧୦ ପ୍ରତିଶତ ବ୍ୟବହାର ହୋଇଛି। ମୋଟ୍ ୩୪.୬୧ କୋଟି ଓଡ଼ିଶା ଜୁଲାଇ ସୁଦ୍ଧା ପାଇଥିବା ବେଳେ ୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ମହିଳାଙ୍କ ସୁରକ୍ଷା ପାଇଁ କେବଳ କଲ୍ ସେଣ୍ଟର କରି ସରକାର ଏହି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସ୍ମୃତି ଇରାନୀ କହିଥିଲେ।

ସସଂଦରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରରୁ ଜଣାପଡ଼ିଛି ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ, ଦାଦରା ନଗର ହାବେଲି ଏବଂ ଗୋଆ ଭଳି ରାଜ୍ୟ ମହିଳାଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ୱର ସେବା ଯୋଗାଇବା ପାଇଁ ଦିଆଯାଇଥିବା ଟଙ୍କା କରି ନାହାନ୍ତି। ସେହିପରି ଓ୍ୱାନ ଷ୍ଟପ ସେବା ଯୋଜନାରେ ବିହାର, ଦିଲ୍ଲୀ, କର୍ଣ୍ଣାଟକ, ଲାକ୍ଷାଦ୍ୱୀପ, ପୁଡୁଚେରୀ, ପଶ୍ଚିମବଙ୍ଗ ଗୋଟିଏ ବି ଟଙ୍କା ଖର୍ଚ୍ଚ କରି ନାହାନ୍ତି। ମହିଳା ପୁଲିସ ସ୍ୱୟଂସେବକ ଯୋଜନା ପାଇଁ ଦିଆଯାଇଥିବା ଟଙ୍କା ଆଣ୍ଡାମାନ ନିକୋବର, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମିଜୋରାମ, ନଗାଲ୍ୟାଣ୍ଡ, ତ୍ରିପୁରା ଏବଂ ଉତ୍ତରାଖଣ୍ଡ କୌଣସି ଟଙ୍କା ଖର୍ଚ୍ଚ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story