ଅମ୍ଫାନ୍: ୧୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କଲେ ସରକାର

ଢାକା: ବାତ୍ୟା ଅମ୍ଫାନ୍ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିବା ପରେ ବାଂଲାଦେଶ ମୁହାଁ ହେବ। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ଏବେ ସତର୍କ ହୋଇଛନ୍ତି। ବାଂଲାଦେଶର ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଛତୋରଗ୍ରାମ ଏବଂ କକ୍ସ ବଜାରକୁ ବିପଦ ଜୋନରେ ରଖାଯାଇଛି। ସକାଳ ୯ଟା ସୁଦ୍ଧା ଅମ୍ପାନ୍ ଉପକୂଳରୁ ୩୪୫ କିଲୋମିଟର ଦୂରରେ ଥିବା ବାଂଲାଦେଶ୨୪ ନ୍ୟୁଜ୍ ଚ୍ୟାନେଲ କହିଛି। ଛତୋଗ୍ରାମ ଏବଂ କକ୍ସ ବଜାରକୁ ବିପଦ ଜୋନର ୯ ନମ୍ୱରରେ ରହିଥିବାବେଳେ ମୋଙ୍ଗଲ ଏବଂ ପୟରାକୁ […]

Cyclone Amphan

Cyclone Amphan

Subhransu Sekhar
  • Published: Wednesday, 20 May 2020
  • Updated: 20 May 2020, 03:27 PM IST

ଢାକା: ବାତ୍ୟା ଅମ୍ଫାନ୍ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିବା ପରେ ବାଂଲାଦେଶ ମୁହାଁ ହେବ। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ଏବେ ସତର୍କ ହୋଇଛନ୍ତି। ବାଂଲାଦେଶର ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଛତୋରଗ୍ରାମ ଏବଂ କକ୍ସ ବଜାରକୁ ବିପଦ ଜୋନରେ ରଖାଯାଇଛି। ସକାଳ ୯ଟା ସୁଦ୍ଧା ଅମ୍ପାନ୍ ଉପକୂଳରୁ ୩୪୫ କିଲୋମିଟର ଦୂରରେ ଥିବା ବାଂଲାଦେଶ୨୪ ନ୍ୟୁଜ୍ ଚ୍ୟାନେଲ କହିଛି।

ଛତୋଗ୍ରାମ ଏବଂ କକ୍ସ ବଜାରକୁ ବିପଦ ଜୋନର ୯ ନମ୍ୱରରେ ରହିଥିବାବେଳେ ମୋଙ୍ଗଲ ଏବଂ ପୟରାକୁ ୧୦ ନମ୍ୱର ବିପଦ ଜୋନରେ ରଖିଛି ବଂଲାଦେଶ ପାଣିପାଗ ବିଭାଗ।

ଉପକୂଳବର୍ତ୍ତୀ ଜିଲ୍ଲାରେ ରହୁଥିବା ୧୪ ଲକ୍ଷ ଲୋକଙ୍କୁ ସରକାର ସ୍ଥାନାନ୍ତରିତ କରାଯାଇଛି ବୋଲି ବାଂଲାଦେଶ ଏନଡିଆରଏଫ୍ ଟିମର ଡେପୁଟି ସେକ୍ରେଟେରୀ କାଜି ତସମିନ୍ ଆରା ଆଜମିରି। ସକାଳ ୯ଟା ସୁଦ୍ଧା ୧,୩୬୪,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସେ କହିଛନ୍ତି।

ପାଖାପାଖି ୧୨,୦୦୦ ସ୍ୱେଚ୍ଛାସେବୀ ଲୋକଙ୍କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟରେ ସାମିଲ୍ ଥିବାବେଳେ ସାମାଜିକ ଦୂରତ୍ୱ ପାଳନକୁ ଏମାନେ ଗୁରୁତ୍ୱ ଦେଉଛନ୍ତି। ସ୍ଥାନାନ୍ତରିତ କରାଯାଇଥିବା ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ଏବଂ ରେଡ୍ କ୍ରେସେଣ୍ଟ ସୋସାଇଟି ଖାଦ୍ୟ, ପିଇବା ପାଣି, ମହମବତୀ ଆଦି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story