ଡେଟରଟ୍ ପାର୍ଟିରେ ଗୁଳିବିନିମୟ: ଜଣେ ମୃତ, ୯ ଆହତ

ୱାଶିଂଟନ:  ଶନିବାର ଡେଟରଟର ଏକ ବାସକେଟ୍ କୋର୍ଟରେ ଚାଲିଥିବା ପାର୍ଟିରେ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହି ପାର୍ଟିରେ  ଅନେକ ପିଲା ଉପସ୍ଥିତ ଥିଲେ । ତେବେ ଗୁଳିକାଣ୍ଡରେ କୌଣସି ପିଲା ଆହତ ହୋଇ ନ ଥିବା ଜଣାପଡିଛି ।  ସୂଚନାଯୋଗ୍ୟ, ପାର୍ଟିରେ ଜଣକୁ କେନ୍ଦ୍ର କରି ଏହି ଗୁଳିବିନିମୟ ହୋଇଥିବା ଅନୁମାନ କରାଯାଉଛି । ୩ଜଣ ଅଭିଯୁକ୍ତ ଏହି ଗୁଳିକାଣ୍ଡ କରିଥିବା […]

Shoot

Shoot

Rakesh Mallick
  • Published: Sunday, 21 June 2015
  • Updated: 04 May 2017, 03:45 PM IST

Sports

Latest News

ୱାଶିଂଟନ:  ଶନିବାର ଡେଟରଟର ଏକ ବାସକେଟ୍ କୋର୍ଟରେ ଚାଲିଥିବା ପାର୍ଟିରେ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହି ପାର୍ଟିରେ  ଅନେକ ପିଲା ଉପସ୍ଥିତ ଥିଲେ । ତେବେ ଗୁଳିକାଣ୍ଡରେ କୌଣସି ପିଲା ଆହତ ହୋଇ ନ ଥିବା ଜଣାପଡିଛି ।

 ସୂଚନାଯୋଗ୍ୟ, ପାର୍ଟିରେ ଜଣକୁ କେନ୍ଦ୍ର କରି ଏହି ଗୁଳିବିନିମୟ ହୋଇଥିବା ଅନୁମାନ କରାଯାଉଛି । ୩ଜଣ ଅଭିଯୁକ୍ତ ଏହି ଗୁଳିକାଣ୍ଡ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପୋଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିଙ୍କୁ ଗିରଫ କରାଯାଇପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story