ଦୀପିକା ପାଦୁକନ୍ ନାମର ସ୍ପେଲିଙ୍ଗ ଭୁଲ ଲେଖିଲା ଆମେରିକାରର ଫେସନ ମାଗାଜିନ ‘ହୋପର୍ସ ବଜାର’

ୱାଶିଂଟନ୍‌: ଆମେରିକାରର ଫେସନ ମାଗାଜିନ ‘ହୋପର୍ସ ବଜାର’ ବଲିଉଡର ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକନ୍ ନାମର ସ୍ପେଲିଙ୍ଗ ଭୁଲ ଲେଖିଥିବା ଚର୍ଚ୍ଚା ହେଉଛି। ମାଗାଜିନରେ ଦୀପିକା ପାଦୁକନ୍ ବଦଳରେ ଦୀପିକା ପାଦିକାନ ଲେଖାଯାଇଛି। ମାଗାଜିନରେ ଦୀପିକା ପାଦୁକନ ନାମର ସ୍ପେଲିଙ୍ଗ ଭୁଲ ଲେଖାଯିବା ନେଇ ‘ହୋପର୍ସ ବଜାର’ ମାଗାଜିନକୁ ଟ୍ୱିଟରରେ ମଜାକ ଉଡ଼ାଯାଉଛି। ଫେସନ ମାଗାଜିନ ‘ହୋପର୍ସ ବଜାର’ ବିଶ୍ୱରେ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତ୍ରୀମାନଙ୍କ ସୂଚୀ ପ୍ରକାଶିତ କରିଥିଲା। ଏହି ସୂଚୀରେ ବଲିଉଡ୍ ଅଭିନେତ୍ରୀ […]

deepika-padukone

Rakesh Mallick
  • Published: Friday, 26 August 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍‌: ଆମେରିକାରର ଫେସନ ମାଗାଜିନ ‘ହୋପର୍ସ ବଜାର’ ବଲିଉଡର ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକନ୍ ନାମର ସ୍ପେଲିଙ୍ଗ ଭୁଲ ଲେଖିଥିବା ଚର୍ଚ୍ଚା ହେଉଛି। ମାଗାଜିନରେ ଦୀପିକା ପାଦୁକନ୍ ବଦଳରେ ଦୀପିକା ପାଦିକାନ ଲେଖାଯାଇଛି। ମାଗାଜିନରେ ଦୀପିକା ପାଦୁକନ ନାମର ସ୍ପେଲିଙ୍ଗ ଭୁଲ ଲେଖାଯିବା ନେଇ ‘ହୋପର୍ସ ବଜାର’ ମାଗାଜିନକୁ ଟ୍ୱିଟରରେ ମଜାକ ଉଡ଼ାଯାଉଛି।

ଫେସନ ମାଗାଜିନ ‘ହୋପର୍ସ ବଜାର’ ବିଶ୍ୱରେ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତ୍ରୀମାନଙ୍କ ସୂଚୀ ପ୍ରକାଶିତ କରିଥିଲା। ଏହି ସୂଚୀରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ନାମ ମଧ୍ୟ ଥିଲା। ‘ହୋପର୍ସ ବଜାର’ ମେଗାଜିନ୍‌ ଏହି ସୂଚୀ ପ୍ରକାଶିତ କଲା ବେଳେ ଦୀପିକା ପାଦୁକନଙ୍କ ନାମର ସ୍ପେଲିଙ୍ଗ ଭୁଲ ଲେଖି ଛାପି ଦେଇଥିଲା।

Related story