ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ରହିଛି ଆଘାତ: ଫରେନସିକ୍ ବିଶେଷଜ୍ଞ

ମୁମ୍ୱାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା କରି ଚର୍ଚ୍ଚାକୁ ଆସିଛି ରିପବ୍ଲିକ ଟିଭି ଚ୍ୟାନେଲ। ଏବେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିନଙ୍କ ମୃତ୍ୟୁକୁ ନେଇ ରିପବ୍ଲିକ ଟିଭି ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଫୋରେନସିକ୍ ଟିମର ବିଶେଷଜ୍ଞ ଦାବି କରିଛନ୍ତି, ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ଆଘାତ ଲାଗିଥିଲା। ମୋଟ୍ ଦୁଇଟି ଆଘାତ ରହିଛି। ଯାହା ହତ୍ୟା ବୋଲି ଦାବି କରିଛି ସଂପୃକ୍ତ […]

DISHA SALIAN

DISHA SALIAN

Subhransu Sekhar
  • Published: Friday, 18 September 2020
  • Updated: 18 September 2020, 08:53 PM IST

Sports

Latest News

ମୁମ୍ୱାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା କରି ଚର୍ଚ୍ଚାକୁ ଆସିଛି ରିପବ୍ଲିକ ଟିଭି ଚ୍ୟାନେଲ। ଏବେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିନଙ୍କ ମୃତ୍ୟୁକୁ ନେଇ ରିପବ୍ଲିକ ଟିଭି ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଫୋରେନସିକ୍ ଟିମର ବିଶେଷଜ୍ଞ ଦାବି କରିଛନ୍ତି, ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ଆଘାତ ଲାଗିଥିଲା। ମୋଟ୍ ଦୁଇଟି ଆଘାତ ରହିଛି। ଯାହା ହତ୍ୟା ବୋଲି ଦାବି କରିଛି ସଂପୃକ୍ତ ଟିଭି ଚ୍ୟାନେଲ।

ରିପବ୍ଲିକ ଭାରତର ପୁଛା ତା ହେ ଭାରତ କାର୍ଯ୍ୟକ୍ରମରେ ଫୋରେନସିକ୍ ବିଶେଷଜ୍ ଡକ୍ଚର ଦୀନେଶ ରାଓ ଯୋଗ ଦେଇ କହିଛନ୍ତି ଯେ ଦିଶାଙ୍କ ଶରୀରରେ ଦୁଇ ପ୍ରକାର ଆଘାତ ଲାଗିଛି | ପ୍ରଥମଟି ଯାହା ବିଲଡିଂରୁ ଖସିଯିବା ପରେ ପଡିଥିଲା ​​ଏବଂ ଦ୍ୱିତୀୟଟି ଯାହା ବିଲଡିଂରୁ ଖସିଯିବା ପୂର୍ବରୁ। ତେଣୁ ଏହି ମାମଲାକୁ ଆତ୍ମହତ୍ୟା କହିବା ଠିକ୍ ହେବନି।

ସେ ଏହା ମଧ୍ୟ କହିଛନ୍ତି ଯେ ଶରୀରରେ ଥିବା ଦାଗରୁ ଜଣାପଡ଼ୁଛି ମୃତ୍ୟୁ ପୂର୍ବରୁ ଦିଶାଙ୍କୁ ମାଡ଼ ମରାଯିବା ସହିତ ନିର୍ଯାତନା ଦିଆଯିବାର ସମ୍ଭାବନା ରହିଛି। ସେ ହୁଏତ ଏହି ନିର୍ଯାତନାକୁ ଏଡାଇବାକୁ ଚେଷ୍ଟା କରିଥିବେ।

ଏହାପୂର୍ବରୁ ମହାରାଷ୍ଟ୍ରର ବିଜେପି ନେତା ନୀତୀଶ ରାଣେ ଦାବି କରିଥିଲେ ଯେ ଦୁର୍ଘଟଣା ରାତିରେ ଦିଶା ସାଲିଆନ 100 ନମ୍ବର ଡାଏଲ କରି ମୁମ୍ୱାଇ ପୁଲିସକୁ ସାହାଯ୍ୟ ମାଗିଥିଲେ। ହେଲେ ମୁମ୍ୱାଇ ପୁଲିସ ତାଙ୍କୁ ସାହାଯ୍ୟ କରିପାରିନଥିଲା। ତେବେ ମୁମ୍ବାଇ ପୁଲିସ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି ଯେ ଦିଶା 100 ନମ୍ବରକୁ କଲ କରିନାହାଁନ୍ତି, କିନ୍ତୁ ସେ ତାଙ୍କ ବନ୍ଧୁ ଅଙ୍କିତାଙ୍କୁ ଶେଷ କଲ କରିଛନ୍ତି।

ନୀତେଶ ରାଣେ ଆହୁରି କହିଥିଲେ, ପାର୍ଟି ରାତିରେ ଦିଶାଙ୍କ ସହ କିଛି ଘଟିଥିଲା। ସେ ସେଥିପାଇଁ 100 ନମ୍ବରକୁ କଲ କରିଥିଲେ। ଯାହାକି ମୁମ୍ୱାଇ ପୁଲିସର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ୍ ବୋଲି ସେ ଦାବି କରିଛନ୍ତି। ଯଦି ସିବିଆଇ ଚାହଁବ ସେ ସମସ୍ତ ପ୍ରମାଣ ଦେବେ ବୋଲ କହିଛନ୍ତି।

ସେ ଆଉ ଏକ ତଥ୍ୟ ମଧ୍ୟ ଦେଇଛନ୍ତି ଯାହା କି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ମୁମ୍ୱାଇ ପୁଲିସର ତଦନ୍ତ ଉପରେ। ଦିଶା ଯେଉଁ ବିଲ୍ଡିଂରେ ରହୁଥିଲେ ତାଙ୍କ ସହିତ ରହୁଥିଲେ ତାଙ୍କ ବୟ ଫ୍ରେଣ୍ଡ ରୋହନ ରୟ। ସେ ତାଙ୍କୁ ବିବାହ କରିଥାନ୍ତେ। ଦିଶାଙ୍କ ମୃତ୍ୟୁ ଦିନ ରୋହନ ମଧ୍ୟ ଘରେ ଥିଲେ ବୋଲି ବିଜେପି ନେତା ଦାବି କରିଛନ୍ତି। ହେଲେ ଦିଶାଙ୍କ ମୃତ୍ୟୁ ପରେ ସେ ମୁମ୍ୱାଇରୁ ଗାଏବ ରହିଛନ୍ତି ବୋଲି ନୀତେଶ କହିଛନ୍ତି। ମୁମ୍ୱାଇ ପୁଲିସ ମାମଲାକୁ ରଫାଦଫା କରିବା ପାଇଁ ରୋହଣଙ୍କୁ ଲୁଚାଇ ରଖିଛି ବୋଲି ସେ ଦାବି କରିଛନ୍ତି। ନଚେତ ତାଙ୍କୁ କେହି ଧମକ ଦେଇ ବାହାରକୁ ପଠାଇ ଦେଇଛି ବୋଲି ନୀତେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story