ଉପନିର୍ବାଚନ ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ ପାଇଲଟ

ଇନ୍ଦୋର: ମଧ୍ୟପ୍ରଦେଶରେ ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ​​କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ପ୍ରଚାର କରୁଛନ୍ତି। ପାଇଲଟ୍ ମଧ୍ୟପ୍ରଦେଶର ଗ୍ୱାଲିଅରକୁ ପ୍ରଚାର ପାଇଁ ଆସି ତାଙ୍କର ପୂର୍ବତନ ସହଯୋଗୀ ତଥା ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଥିଲେ। ଯାହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋରଦାର ହୋଇଛି। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ସିନ୍ଧିଆ ମାର୍ଚ୍ଚରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। […]

SACHIN SCINDIA

SACHIN SCINDIA

Subhransu Sekhar
  • Published: Wednesday, 28 October 2020
  • Updated: 28 October 2020, 12:40 PM IST

ଇନ୍ଦୋର: ମଧ୍ୟପ୍ରଦେଶରେ ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ​​କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ପ୍ରଚାର କରୁଛନ୍ତି। ପାଇଲଟ୍ ମଧ୍ୟପ୍ରଦେଶର ଗ୍ୱାଲିଅରକୁ ପ୍ରଚାର ପାଇଁ ଆସି ତାଙ୍କର ପୂର୍ବତନ ସହଯୋଗୀ ତଥା ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଥିଲେ। ଯାହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋରଦାର ହୋଇଛି। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି।

ସିନ୍ଧିଆ ମାର୍ଚ୍ଚରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସିନ୍ଧିଆଙ୍କ ସହିତ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡ଼ିଥିଲେ। ପରେ କଂଗ୍ରେସର କମଲ ନାଥ ସରକାର ଭାଙ୍ଗି ଯାଇଥିଲା। ଏବେ ରାଜ୍ୟରେ ୨୮ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି।

ରାଜସ୍ଥାନର କଂଗ୍ରେସ ନେତା ସଚିନ ପାଇଲଟଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିବାଦ ମଝିରେ ସାମ୍ନାକୁ ଆସିଥିଲା। ସେତେବେଳେ ପାଇଲଟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ସିନ୍ଧିଆ ମଧ୍ୟ ତାଙ୍କ ସହିତ କଥା ହେବାର ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବଂ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧୀ ହସ୍ତକ୍ଷେପ କରିବା ପରେ ମାମଲା ଶାନ୍ତ ପଡ଼ିଥିଲା। ପାଇଲଟ ପୁଣିଥରେ କଂଗ୍ରେସରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story