ଦୁଷ୍କର୍ମ ଅଭିଯୋଗରେ ‘ପିପଲି ଲାଇଫ୍’ର ସହ ନିର୍ଦ୍ଦେଶକ ମହମୁଦ ଫାରୁକୀ ଗିରଫ

ନୂଆଦିଲ୍ଲୀ: ଜଣେ ଆମେରିକୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ‘ପିପଲି ଲାଇଫ୍’ର ସହ ନିର୍ଦ୍ଦେଶକ ମହମ୍ମଦ ଫାରୁକୀ ଗିରଫ ହୋଇଛନ୍ତି। ତାଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍। ପୋଲିସ୍ କହିଛି, ଘଟଣାଟି ଗତ ମାର୍ଚ୍ଚ ୨୮ ତାରିଖର । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ସେହି ଦିନ ଫାରୁକୀ ତାଙ୍କୁ ଦିଲ୍ଲୀର ସୁଖଦେବ ବିହାର ଅଞ୍ଚଳରେ ଦୁଷ୍କର୍ମ କରିଥିଲେ। ତେବେ ଜୁନ୍ ୧୯ ତାରିଖରେ ଯୁବତୀ ଜଣଙ୍କ ଥାନାରେ ଫାରୁକୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। […]

peeplilive

peeplilive

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 12:26 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ଆମେରିକୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ‘ପିପଲି ଲାଇଫ୍’ର ସହ ନିର୍ଦ୍ଦେଶକ ମହମ୍ମଦ ଫାରୁକୀ ଗିରଫ ହୋଇଛନ୍ତି। ତାଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍।
ପୋଲିସ୍ କହିଛି, ଘଟଣାଟି ଗତ ମାର୍ଚ୍ଚ ୨୮ ତାରିଖର । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ସେହି ଦିନ ଫାରୁକୀ ତାଙ୍କୁ ଦିଲ୍ଲୀର ସୁଖଦେବ ବିହାର ଅଞ୍ଚଳରେ ଦୁଷ୍କର୍ମ କରିଥିଲେ। ତେବେ ଜୁନ୍ ୧୯ ତାରିଖରେ ଯୁବତୀ ଜଣଙ୍କ ଥାନାରେ ଫାରୁକୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ଥାନାରେ ଏତଲା ଦେବା ପୂର୍ବରୁ ସେ ନୂଆଦିଲ୍ଲୀ ସ୍ଥିତ ଆମେରିକାର ଦୂତାବାସରେ ଘଟଣା ସଂପର୍କରେ ଜଣାଇଥିଲେ। ଅଭିଯୋଗ ପାଇବା ଦିନ ହିଁ ତାଙ୍କୁ ଗିରଫ କରାଯାଇଥିଲା। ତା’ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପଚରାଉଚରା କରିବା ପାଇଁ ଫାରୁକୀଙ୍କୁ ୬ ଦିନ ପାଇଁ ରିମାଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା।
ଫାରୁକୀଙ୍କ ପତ୍ନୀ ତଥା ‘ପିପଲି ଲାଇଭ୍’ର ନିର୍ଦ୍ଦେଶକ ଅନୁଷା ରୀଜୱୀ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଅପିଲ କରିଛନ୍ତି।
ପୀଡିତା ଜଣଙ୍କ କଲମ୍ୱିଆ ବିଶ୍ୱବିଦ୍ୟାଳୟର ଛାତ୍ରୀ। ରିସର୍ଚ୍ଚ କାର୍ଯ୍ୟରେ ସେ ଆସିଥିଲେ ଭାରତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story