ବିଜେପି ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ଏନସିପିରେ ସାମିଲ୍ ହେଲେ ଏକନାଥ ଖାଡସେ

ମୁମ୍ୱାଇ: ମହାରାଷ୍ଟ୍ରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ସାମିଲ୍ ହୋଇଛନ୍ତି। ମୁମ୍ୱାଇରେ ଏନସିପିର ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି ଏକନାଥ। ବୁଧବାର ଏକନାଥ ବିଜେପିରୁ ଇସ୍ତଫା ଦେଇଥିଲେ। ଏନିସିପିରେ ଖାଡସେ ସାମିଲ୍ ହେବା ପରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ତଥା ଏକନାଥଙ୍କ ପୂର୍ବତନ ସହଯୋଗୀ କହିଛନ୍ତି, ଏକନାଥ ବିଜେପିର ଜଣେ ସଚ୍ଚୋଟ କର୍ମୀ ନୁହନ୍ତି। ୨୦୧୬ରେ ଫଡନାଭିସ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖାଡସେ ରାଜସ୍ୱ ମନ୍ତ୍ରୀ ଥିଲେ। […]

Eknath Khadse joins NCP in Mumbai

Eknath Khadse joins NCP in Mumbai

Subhransu Sekhar
  • Published: Friday, 23 October 2020
  • Updated: 23 October 2020, 07:31 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ସାମିଲ୍ ହୋଇଛନ୍ତି। ମୁମ୍ୱାଇରେ ଏନସିପିର ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି ଏକନାଥ। ବୁଧବାର ଏକନାଥ ବିଜେପିରୁ ଇସ୍ତଫା ଦେଇଥିଲେ।

ଏନିସିପିରେ ଖାଡସେ ସାମିଲ୍ ହେବା ପରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ତଥା ଏକନାଥଙ୍କ ପୂର୍ବତନ ସହଯୋଗୀ କହିଛନ୍ତି, ଏକନାଥ ବିଜେପିର ଜଣେ ସଚ୍ଚୋଟ କର୍ମୀ ନୁହନ୍ତି। ୨୦୧୬ରେ ଫଡନାଭିସ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖାଡସେ ରାଜସ୍ୱ ମନ୍ତ୍ରୀ ଥିଲେ। ଏହି ସମୟରେ ଖାଡସେଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲେ। ପରେ ସେ ଦଳରେ ଅଣଦେଖା ହୋଇଯାଇଥିବା ଜଣାପଡ଼ିଛି।

ଦଳ ଛାଡ଼ିବା ପଛର କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବୋଲି ସେ କହିଥିଲେ। କେନ୍ଦ୍ର ନେତୃତ୍ୱ ସହ ତାଙ୍କର କୌଣସି ମତଭେଦ ନଥିବା ପ୍ରେସ କନଫରେନସ କରି ସେ ସ୍ପଷ୍ଟ କରିଥିଲେ।

ମହାରାଷ୍ଟ୍ରରେ ଏକନାଥ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ନେତା ଭାବରେ ଜଣାଶୁଣା। ସେ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଛଅ ଥର ମହାରାଷ୍ଟ୍ରର ମୁକଟେନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଆସିଥିଲେ।

ଖାଡସେଙ୍କ ରାଜନୀତି ତାଙ୍କ ଜାଲଗାଓଁ ଜିଲ୍ଲାର କୋଠାରି ଗାଁରୁ ଆରମ୍ଭ ହୋଇଥିଲା। ଖାଡସେ ତାଙ୍କର ପ୍ରଥମ ଗ୍ରାମ ପଞ୍ଚାୟତ ନିର୍ବାଚନରେ ହାରିଯାଇଥିଲେ। ଏହାପରେ ସେ ୧୯୮୭ ରେ କୋଠାରୀ ଗାଁର ସରପଞ୍ଚ ହୋଇଥିଲେ। ୧୯୮୯ରେ, ସେ ମୁକଟିନଗର ବିଧାନସଭାରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଧାୟକ ହୋଇଥିଲେ। ୧୯୮୦ ଦଶକରେ ଭାରତୀୟ ଜନତା ପାର୍ଟି ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିବା ଏକନାଥ ଉତ୍ତର ମହାରାଷ୍ଟ୍ରରେ ଦଳକୁ ମଜବୁତ କରିଥିଲେ।

ଏକନାଥ ନିଜକୁ ମହାରାଷ୍ଟ୍ର ରାଜନୀତିରେ ଓବିସି ନେତା ଭାବରେ ପରିଚିତ କରିଥିଲେ। ୧୯୯୫-୧୯୯୯ ରୁ ମହାରାଷ୍ଟ୍ର ରାଜ୍ୟ ସରକାରରେ ଶିବସେନା-ବିଜେପି ମିଳିତ ମଞ୍ଚର ନେତୃତ୍ୱରେ ଖାଡସେ ଉଭୟ ଅର୍ଥ ଏବଂ ଜଳସେଚନ ବିଭାଗର ପରିଚାଳନା କରିଥିଲେ। ସେ ନଭେମ୍ବର ୨୦୦୯ରୁ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୧୪ରେ, ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ପ୍ରତିଯୋଗୀ ଥିଲେ। ତେବେ ଶେଷରେ ଏହି ପଦ ପାଇଁ ଦେବେନ୍ଦ୍ର ଫଡନାଭିସ୍ ନିର୍ବାଚିତ ହୋଇଥିଲେ। ଯଦିଓ ସେ ରାଜସ୍ୱ ମନ୍ତ୍ରଣାଳୟ ପାଇଥିଲେ। ଜୁନ୍ ୩, ୨୦୧୬ରେ ଦୁର୍ନୀତି ଏବଂ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗ ପରେ ଏକନାଥ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story