ହେଟ୍ ସ୍ପିଚ ବିରୋଧରେ ଫେସବୁକର କାର୍ଯ୍ୟାନୁଷ୍ଠାନ, ହଟିଲା ୯୦ ଲକ୍ଷରୁ ଅଧିକ ପୋଷ୍ଟ

ନୂଆଦିଲ୍ଲୀ: ସୋଶାଲ ମିଡିଆର କିଙ୍ଗ୍ ଫେସବୁକରେ ବଢ଼ୁଥିବା ହେଟ୍ ସ୍ପିଚ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ଫେସବୁକ ୯୦ ଲକ୍ଷରୁ ଅଧିକ ହେଟ ସ୍ପିଚ ହଟାଇଛି। ଫେସବୁକରେ ହେଉଥିବା ପୋଷ୍ଟର ପହଞ୍ଚ ଏତେ ଥିଲା ଯେ ପୂର୍ବରୁ ଏହାକୁ ନେଇ ଦେଶ ଦେଶ ମଧ୍ୟରେ ବିବାଦ ବଢ଼ିଥିଲା। ଏହାପରେ ହେଟ୍ ସ୍ପିଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଥିଲା। ଶେଷରେ ଫେସବୁକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ଲକ୍ଷାଧିକ ହେଟସ୍ପିଚ ହଟାଇଥିବା ଜଣାପଡ଼ିଛି। ରାଜନୀତିକ ବିଚାରଧାରା, […]

facebook

facebook

Subhransu Sekhar
  • Published: Sunday, 17 May 2020
  • Updated: 17 May 2020, 04:56 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆର କିଙ୍ଗ୍ ଫେସବୁକରେ ବଢ଼ୁଥିବା ହେଟ୍ ସ୍ପିଚ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ଫେସବୁକ ୯୦ ଲକ୍ଷରୁ ଅଧିକ ହେଟ ସ୍ପିଚ ହଟାଇଛି। ଫେସବୁକରେ ହେଉଥିବା ପୋଷ୍ଟର ପହଞ୍ଚ ଏତେ ଥିଲା ଯେ ପୂର୍ବରୁ ଏହାକୁ ନେଇ ଦେଶ ଦେଶ ମଧ୍ୟରେ ବିବାଦ ବଢ଼ିଥିଲା। ଏହାପରେ ହେଟ୍ ସ୍ପିଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଥିଲା। ଶେଷରେ ଫେସବୁକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ଲକ୍ଷାଧିକ ହେଟସ୍ପିଚ ହଟାଇଥିବା ଜଣାପଡ଼ିଛି। ରାଜନୀତିକ ବିଚାରଧାରା, ଧର୍ମ ଏବଂ ଅପରାଧ, ନାବାଳିକା, ସେକ୍ସ ରାକେଟରେ ସଂପୃକ୍ତ ଯୁବତୀ ଆଦିଙ୍କ ଫଟୋ ପୋଷ୍ଟକୁ ଫେସବୁକ ହେଟ ସ୍ପିଚ ଶ୍ରେଣୀରେ ରଖିଥିବା ଜଣାପଡ଼ିଛି।

ଏମିତିକି ଯେଉଁମାନେ ବାରମ୍ୱାର ବିବାଦୀୟ ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ଫେସବୁକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଫେସବୁକ ପେଜରୁ ବ୍ଲୁ ଟିକ୍ ମାର୍କ ଏହି କାରଣ ପାଇଁ ଫେସବୁକ ହଟାଇ ଦେଇଥିଲା ବୋଲି ଜଣାପଡ଼ିଛି।

ଏହାବାଦ ଫେସବୁକରେ କରୋନା ସମ୍ପର୍କୀତ ୪ ହଜାରରୁ ଅଧିକ ଗୁଜବ ଖବର ରହିଥିବା ଜଣାପଡ଼ିଛି। ଏଭଳି ଗୁଜବ ପୋଷ୍ଟ କରୁଥିବା ଫେସବୁକ ବ୍ୟବହାରକାରୀଙ୍କୁ ସତର୍କ ସୂଚନା ଦେଇଛି। ପାଖାପାଖି ୪୦ ମିଲିଅନ ଆକାଉଣ୍ଟଧାରୀଙ୍କୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଥିବା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କହିଥିଲେ।

ଡାଟାରେପୋର୍ଟାଲ ଓ୍ୱେବସାଇଟ୍ ଅନୁଯାୟୀ ଭାରତରେ ୨୮୦ ମିଲିଅନ୍ ଲୋକ ଫେସବୁକ ବ୍ୟବହାର କରୁଥିବା ଜଣାପଡ଼ିଛି। ଯାହାକି ବିଶ୍ୱରେ ସର୍ବାଧିକ। ସେହିପରେ ଆମେରିକାରେ ୧୯୦ ମିଲିଅନ୍, ଇଣ୍ଡୋନେସିଆରେ ୧୩୦ ମିଲିଅନ୍, ବ୍ରାଜିଲରେ ୧୨୦ ମିଲିଅନ୍ ଲୋକ ଫେସବୁକ ବ୍ୟବହାର କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story