ନକଲି ଶାଓମି ମୋବାଇଲ ଯନ୍ତ୍ରାଂଶ ବିକ୍ରୀ ବେଳେ ପୁଲିସର ଚଢ଼ାଉ

ନୂଆଦିଲ୍ଲୀ: ବଜାରରେ ବିକ୍ରୀ ହେଉଛି ନକଲି ଶାଓମି ମୋବାଇଲର ଯନ୍ତ୍ରାଂଶ। ବଜାରରେ ନକଲି ଯନ୍ତ୍ରାଂଶ ବିକ୍ରୀ ହେଉଥିବା ନେଇ ମୋବାଇଲ କମ୍ପାନୀ ଶାଓମି ଥାନାରେ ଅଭିଯୋଗ କରିଥିଲା। ଏହାପରେ ଦିଲ୍ଲୀ ପୁଲିସ ବାଘ ଗଫ୍ପର ବଜାର ଉପରେ ଚଢ଼ାଉ କରି ୨ ହଜାର ନକଲି ମୋବାଇଲ ଯନ୍ତ୍ରାଂଶକୁ ଜବତ କରିଛି। ଏହି ୨ ହଜାର ନକଲି ଯନ୍ତ୍ରାଂଶର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ପୁଲିସ ନକଲି ଯନ୍ତ୍ରାଂଶ ବିକ୍ରି କରୁଥିବା ଦୋକାନୀକୁ […]

Fake Xiaomi products seized

Fake Xiaomi products seized

Subhransu Sekhar
  • Published: Saturday, 07 December 2019
  • Updated: 07 December 2019, 01:23 PM IST

Sports

Latest News

ନୂଆଦିଲ୍ଲୀ: ବଜାରରେ ବିକ୍ରୀ ହେଉଛି ନକଲି ଶାଓମି ମୋବାଇଲର ଯନ୍ତ୍ରାଂଶ। ବଜାରରେ ନକଲି ଯନ୍ତ୍ରାଂଶ ବିକ୍ରୀ ହେଉଥିବା ନେଇ ମୋବାଇଲ କମ୍ପାନୀ ଶାଓମି ଥାନାରେ ଅଭିଯୋଗ କରିଥିଲା। ଏହାପରେ ଦିଲ୍ଲୀ ପୁଲିସ ବାଘ ଗଫ୍ପର ବଜାର ଉପରେ ଚଢ଼ାଉ କରି ୨ ହଜାର ନକଲି ମୋବାଇଲ ଯନ୍ତ୍ରାଂଶକୁ ଜବତ କରିଛି। ଏହି ୨ ହଜାର ନକଲି ଯନ୍ତ୍ରାଂଶର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ପୁଲିସ ନକଲି ଯନ୍ତ୍ରାଂଶ ବିକ୍ରି କରୁଥିବା ଦୋକାନୀକୁ ଗିରଫ କରିଛି। ୨ ହଜାର ନକଲି ମୋବାଇଲ ଯନ୍ତ୍ରାଂଶ ଭିତରେ ପାଓ୍ୱାର ବ୍ୟାଙ୍କ୍, ଇଅର ଫୋନ୍, ଟ୍ରାଭେଲ ଆଡପ୍ଟର ଏବଂ ଅନେକ ସ୍ମାର୍ଟଫୋନର ଯନ୍ତ୍ରାଂଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story