ଆଉ ଜଣେ ଆପ୍‌ ବିଧାୟକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଆଉ ଜଣେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେ ହେଉଛନ୍ତି, ଉତ୍ତର ନଗର ବିଧାୟକ ନରେସ ବାଲ୍ୟାନ୍‌। ଅନ୍ୟପକ୍ଷରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ ଅନ୍ୟ ଗୋଷ୍ଠୀଙ୍କ ବିରୋଧରେ ମାରପିଟ୍‌ ମାମଲା ରୁଜୁ କରିଛନ୍ତି। ଗତକାଲି ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମୋହନ ଗାର୍ଡନ୍‌ରେ ରହୁଥିବା ଆରଡବ୍ଲ୍ୟୁ ସଦସ୍ୟ ହେନେରୀ ଜଜ୍‌ ଅଭିଯୋଗ କରିଛନ୍ତି ଯେ ବିଧାୟକ ଓ ତାଙ୍କ ସମର୍ଥକମାନେ ଅଫିସ୍‌ ଆସି ମାରିପିଟ୍‌ କରିଛନ୍ତି। ଏହି […]

nareshbalyan

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 10:34 AM IST

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଆଉ ଜଣେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେ ହେଉଛନ୍ତି, ଉତ୍ତର ନଗର ବିଧାୟକ ନରେସ ବାଲ୍ୟାନ୍‌। ଅନ୍ୟପକ୍ଷରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ ଅନ୍ୟ ଗୋଷ୍ଠୀଙ୍କ ବିରୋଧରେ ମାରପିଟ୍‌ ମାମଲା ରୁଜୁ କରିଛନ୍ତି। ଗତକାଲି ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

ମୋହନ ଗାର୍ଡନ୍‌ରେ ରହୁଥିବା ଆରଡବ୍ଲ୍ୟୁ ସଦସ୍ୟ ହେନେରୀ ଜଜ୍‌ ଅଭିଯୋଗ କରିଛନ୍ତି ଯେ ବିଧାୟକ ଓ ତାଙ୍କ ସମର୍ଥକମାନେ ଅଫିସ୍‌ ଆସି ମାରିପିଟ୍‌ କରିଛନ୍ତି।

ଏହି ମାମଲା ଉପରେ ଡିସିପି ବିଜୟ କୁମାର କହିଛନ୍ତି,“ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ଦାୟର କରିଛି। ଏ ନେଇ ପୋଲିସ୍‌ ତଦନ୍ତ କରୁଛି।”

Related story