କରୋନା ହସ୍ପିଟାଲରେ ନିଆଁ, ୮ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ ଉଦ୍ଧିଷ୍ଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ସ୍ଥିତ ସାଇଗ୍ନସ ଓୋରଥୋକେୟାର ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ହସ୍ପିଟାଲର ତୃତୀୟ ମହଲା ଏବଂ ଅପରେସନ ଥିଏଟରରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିଥିବା ନେଇ ଖବର ଜାଣିବା ପରେ ୮ଟି ଦମକଳବାହୀନୀ ଟିମ୍ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିସେବା ସେବାର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, ହସ୍ପିଟାଲରେ ମାତ୍ର ୮ ଜଣ ଆକ୍ରାନ୍ତ ଥାଇପାରନ୍ତି, […]

delhi-fire

Subhransu Sekhar
  • Published: Saturday, 23 May 2020
  • , Updated: 23 May 2020, 08:30 PM IST

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ ଉଦ୍ଧିଷ୍ଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ସ୍ଥିତ ସାଇଗ୍ନସ ଓୋରଥୋକେୟାର ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ହସ୍ପିଟାଲର ତୃତୀୟ ମହଲା ଏବଂ ଅପରେସନ ଥିଏଟରରେ ନିଆଁ ଲାଗିଥିବା ଜଣାପଡ଼ିଛି।

ନିଆଁ ଲାଗିଥିବା ନେଇ ଖବର ଜାଣିବା ପରେ ୮ଟି ଦମକଳବାହୀନୀ ଟିମ୍ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିସେବା ସେବାର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, ହସ୍ପିଟାଲରେ ମାତ୍ର ୮ ଜଣ ଆକ୍ରାନ୍ତ ଥାଇପାରନ୍ତି, ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି।

Related story