ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଶକ୍ତିଶାଳୀ ଉରୁଗୁଏକୁ ୨-୦ ଗୋଲ୍ରେ ହରାଇ ସେମିଫାଇନାଲରେ ପହଞ୍ଚିଲା ଫ୍ରାନ୍ସ। ପ୍ରଥମ ଦଳ ଭାବେ ଫ୍ରାନ୍ସ ଚଳିତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।
ସେପଟେ ୨-୦ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛି ଉରୁଗୁଏ। ଯାହା ପ୍ରଶଂସକଙ୍କୁ ବେଶ୍ ନିରାଶ କରିଛି। ବ୍ରାଜିଲ ଓ ବେଲଜିୟମ ମ୍ୟାଚ୍ରେ ଯେଉଁ ଟିମ୍ ଜିତିବ ସେହି ଟିମ୍ ସେମି ଫାଇନାଲରେ ଫ୍ରାନ୍ସ ବିପକ୍ଷରେ ଖେଳିବ।
ଉଭୟ ଟିମ୍ ଆରମ୍ଭରୁ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିବା ବେଳେ ମ୍ୟାଚ୍ର ୪୦ ମିନିଟରେ କିନ୍ତୁ ଫ୍ରାନ୍ସ ପ୍ରଥମ ଗୋଲ୍ ସ୍କୋର କରିଥିଲା। ଏହାପରେ ଫ୍ରାନ୍ସ ଦ୍ୱିତୀୟ ଗୋଲ୍ ସ୍କୋର୍ ୬୧ ମିନିଟରେ ଦେଇ ବିଜୟ ସୁନିଶ୍ଚିତ କରିଥିଲା। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବିଶ୍ୱକପରେ ଫ୍ରାନ୍ସ, ଉରୁଗୁଏ ଠାରୁ କେବେ ବି ହାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଯୋଡ଼ି ହେବ କଶ୍ମୀରରୁ ଲଦାଖ, ଉଦ୍ଘାଟିତ ହେଲା Z ମୋଡ୍ ଟନେଲ୍
ଏହି ଟନେଲ୍ ଦ୍ୱାରା ବିଶେଷ କରି ଭାରତୀୟ ସେନା ଉପକୃତ ହେବେ। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ।
National
ପୁଅ ପାଖକୁ ଯାଇଥିଲେ ବାପାମା', ହଷ୍ଟେଲ ରୁମ୍ରେ ଦେଖିଲେ ଝୁଲନ୍ତା ମୃତଦେହ
ଆଇଆଇଟି-ଖଡ଼ଗପୁରର ହଷ୍ଟେଲ ରୁମ ଭିତରୁ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Guest Column
ଧର୍ମ ଓ ବିଜ୍ଞାନର ସମନ୍ୱୟ- କୁମ୍ଭ ମେଳା
କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ...)। ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି।
National
LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ
ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ।
National
CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍ ଉପରେ ବର୍ଷିଲେ ହାଇକୋର୍ଟ
ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।