ପାକିସ୍ତାନ ବିରୋଧରେ ଫ୍ରାନ୍ସର କଡ଼ା କାର୍ଯ୍ୟାନୁଷ୍ଠାନ

ପ୍ୟାରିସ୍: ‘ଇସଲାମ୍’ ପ୍ରସଙ୍ଗକୁ ନେଇ ସାରା ବିଶ୍ୱରେ ପୁଣିଥରେ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କ ଏବେ ଫ୍ରାନ୍ସରୁ ଆରମ୍ଭ ହୋଇଛି। ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ଏବେ ଫ୍ରାନ୍ସରେ ବିବାଦ ଆରମ୍ଭ ହୋଇଛି। ମହମ୍ମଦଙ୍କ ଫଟୋକୁ ନେଇ ଏହି ବିବାଦ ଫ୍ରାନ୍ସରୁ ଆରମ୍ଭ ହୋଇଛି। ଏହାପରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଇସଲାମିକ ଦେଶ ଗୁଡ଼ିକ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତିକୁ ଏ ନେଇ ସମାଲୋଚନା କରିଛନ୍ତି। ତେବେ ପାକିସ୍ତାନ […]

imran

imran

Subhransu Sekhar
  • Published: Monday, 02 November 2020
  • Updated: 02 November 2020, 02:28 PM IST

Sports

Latest News

ପ୍ୟାରିସ୍: ‘ଇସଲାମ୍’ ପ୍ରସଙ୍ଗକୁ ନେଇ ସାରା ବିଶ୍ୱରେ ପୁଣିଥରେ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କ ଏବେ ଫ୍ରାନ୍ସରୁ ଆରମ୍ଭ ହୋଇଛି। ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ଏବେ ଫ୍ରାନ୍ସରେ ବିବାଦ ଆରମ୍ଭ ହୋଇଛି। ମହମ୍ମଦଙ୍କ ଫଟୋକୁ ନେଇ ଏହି ବିବାଦ ଫ୍ରାନ୍ସରୁ ଆରମ୍ଭ ହୋଇଛି। ଏହାପରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଇସଲାମିକ ଦେଶ ଗୁଡ଼ିକ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତିକୁ ଏ ନେଇ ସମାଲୋଚନା କରିଛନ୍ତି।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଫ୍ରାନ୍ସ ସରକାରକୁ ସମାଲୋଚନା କରିଥିଲେ। ଏସବୁ ମଧ୍ୟରେ ଫ୍ରାନ୍ସ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫ୍ରାନ୍ସରେ ରହୁଥିବା ୧୮୩ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି। ଏଥିରେ ପୂର୍ବତନ ଆଇଏସଆଇ ମୁଖ୍ୟଙ୍କ ଝିଅର ନାମ ମଧ୍ୟ ରହିଛି।

ଫ୍ରାନ୍ସର ଏଭଳି କଡ଼ା ନିଷ୍ପତ୍ତିରେ ଅଡୁଆରେ ପଡ଼ିଛନ୍ତି ଫ୍ରାନ୍ସରେ ଥିବା ପାକିସ୍ତାନ ବାଣିଜ୍ୟିକ ଅଧିକାରୀ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଅସୁସ୍ଥ ଶାଶୁଙ୍କୁ ଦେଖିବା ପାଇଁ ଫ୍ରାନ୍ସରେ ଥିବା ଆଇଏସଆଇର ପୂର୍ବତନ ମୁଖ୍ୟ ଲେଫ୍ଟ ଜେନେରାଲ ଅହମ୍ମଦ ଶୁଜା ପାଶାଙ୍କ ଭଉଣୀଙ୍କୁ ଅସ୍ଥାୟୀ ଭାବରେ ରହିବା ପାଇଁ ଅନୁମତି ମାଗିଛନ୍ତି।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନେଲଙ୍କୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମନ୍ତବ୍ୟ ଦେବା ପରେ ଫ୍ରାନ୍ସ କର୍ତ୍ତୃପକ୍ଷ ୧୮୩ ପାକ୍ ନାଗରିକଙ୍କ ଭିସା ପ୍ରତ୍ୟାଖ୍ୟାନ କରି ନେଇଛନ୍ତି।

ଗତ ମାସରେ ଜଣେ ଶିକ୍ଷକ ମହମ୍ମଦଙ୍କ କାର୍ଟୁନ ଚିତ୍ର କ୍ଲାସରୁମରେ ଦେଖାଇଥିଲେ। ଏହାପରେ ସେ ସ୍କୁଲରୁ ବାହାରିବା ପରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ନିହତ ହୋଇଥିଲେ। ଏହାପରେ ଫ୍ରାନ୍ସରେ ବିବାଦ ତେଜିଛି। ଫ୍ରାନ୍ସ ସରକାର ଆତଙ୍କବାଦୀ କହି କଡ଼ା କାର୍ଯାନୁଷ୍ଠାନ ନେବା ପରେ ଭାରତରେ ମଧ୍ୟ ଏହାର ଚିତ୍ର ଦେଖିବାକୁ ମିଳିଛି। ଅଳ୍ପ ସଂଖ୍ୟକମାନେ ଫ୍ରାନ୍ସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story