ଗୋଆରେ ଦୁଇ ମହିଳା ଗଣଦୁଷ୍କର୍ମର ଶିକାର

ପାଣାଜୀ: ଦିଲ୍ଲୀର ଦୁଇଜଣ ଯୁବତୀ ଗୋଆରେ ଅଚେତ ଅବସ୍ଥାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଯୁବତୀଙ୍କୁ ଗୁରୁବାର ଦିନ ଅଚେତ ଅବସ୍ଥାରେ ଦକ୍ଷୀଣ ଗୋଆର ଅନଞ୍ଜୁନା ସମୁଦ୍ରତଟ ଗାଁରୁ ଉଦ୍ଧାର କରିଛି ଗୋଆ ପୋଲିସର ଆଣ୍ଟି-ନାର୍କୋଟିକ ସେଲ। ସମ୍ପୃକ୍ତ ଯୁବତୀ ଦୁଇଜଣ ଏକ କାରରେ ଗତକାଲି ସନ୍ଧ୍ୟାରେ ଅନଞ୍ଜୁନା ସମୁଦ୍ରତଟ ଗାଁକୁ ଫେରୁଥିବାବେଳେ ମଧ୍ୟ ରାସ୍ତାରେ ୫ ଜଣ ଦୁର୍ବୃତ୍ତ ଅଟକାଇଥିଲେ। ଏହାପରେ କ’ଣ ଘଟିଛି ସେମାନେ ଜଣିନଥିବା ପୋଲିସକୁ କହିଛନ୍ତି। ଏହାପରେ ପୋଲିସ […]

goa

goa

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 05:01 AM IST

Sports

Latest News

ପାଣାଜୀ: ଦିଲ୍ଲୀର ଦୁଇଜଣ ଯୁବତୀ ଗୋଆରେ ଅଚେତ ଅବସ୍ଥାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଯୁବତୀଙ୍କୁ ଗୁରୁବାର ଦିନ ଅଚେତ ଅବସ୍ଥାରେ ଦକ୍ଷୀଣ ଗୋଆର ଅନଞ୍ଜୁନା ସମୁଦ୍ରତଟ ଗାଁରୁ ଉଦ୍ଧାର କରିଛି ଗୋଆ ପୋଲିସର ଆଣ୍ଟି-ନାର୍କୋଟିକ ସେଲ। ସମ୍ପୃକ୍ତ ଯୁବତୀ ଦୁଇଜଣ ଏକ କାରରେ ଗତକାଲି ସନ୍ଧ୍ୟାରେ ଅନଞ୍ଜୁନା ସମୁଦ୍ରତଟ ଗାଁକୁ ଫେରୁଥିବାବେଳେ ମଧ୍ୟ ରାସ୍ତାରେ ୫ ଜଣ ଦୁର୍ବୃତ୍ତ ଅଟକାଇଥିଲେ। ଏହାପରେ କ’ଣ ଘଟିଛି ସେମାନେ ଜଣିନଥିବା ପୋଲିସକୁ କହିଛନ୍ତି। ଏହାପରେ ପୋଲିସ କାର ଡ୍ରାଇଭରକୁ ଆଣି ପଚାରଉଚରା କରିଥିଲା। ପଚାରା ଉଚରା କରିବାପରେ କାର ଡ୍ରାଇଭର ଏହି ଗାଁରେ ଥିବା ଏକ ହୋଟେଲରେ ରହୁଥିବା ଏକ ଘରେ ୫ଜଣଙ୍କୁ ଗିରଫ କରିବା ସହ  କୋର୍ଟ ଚାଲାଣ କରିଛି । ଉଦ୍ଧାର ହୋଇଥିବା ଯୁବତୀଙ୍କ ବୟସ ୨୨ରୁ ୩୦ ହେବ ବୋଲି ଅନୁମାନ କରୁଛି ପୋଲିସ। ଏହି ଯୁବତୀମାନେ ଦିଲ୍ଲୀରୁ ଆସି ଏଠାରେ ଛୁଟି କାଟୁଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story