ଗୁଗୁଲ ସହ ଆଲ୍‌ଫାବେଟ୍‌ର ମୁଖ୍ୟ ହେଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ତାମିଲନାଡୁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୁନ୍ଦର ପିଚାଇ ଆଉ ଏକ ସଫଳତା ସାଉଁଟିଛନ୍ତି। ସେ ଏବେ ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ସହିତ ଆଲଫାବେଟ କମ୍ପାନୀର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲର ଦୁଇ ପ୍ରତିଷ୍ଠାତା ଲାରୀ ପେଜ ଏବଂ ସର୍ଜେଇ ବ୍ରିନ୍ ଆଲଫାବେଟ କମ୍ପାନୀର ମୂଳ ଦାୟିତ୍ୱରୁ ହଟିଛନ୍ତି। ଗୁଗୁଲ ପ୍ରତିଷ୍ଠା କରିବାର ୨୧ ବର୍ଷ ପରେ ଉଭୟ ଉଭୟ ମାଲିକ ଗୁଗୁଲର […]

sundar pichae

sundar pichae

Subhransu Sekhar
  • Published: Wednesday, 04 December 2019
  • Updated: 04 December 2019, 03:28 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୁନ୍ଦର ପିଚାଇ ଆଉ ଏକ ସଫଳତା ସାଉଁଟିଛନ୍ତି। ସେ ଏବେ ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ସହିତ ଆଲଫାବେଟ କମ୍ପାନୀର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି।

ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲର ଦୁଇ ପ୍ରତିଷ୍ଠାତା ଲାରୀ ପେଜ ଏବଂ ସର୍ଜେଇ ବ୍ରିନ୍ ଆଲଫାବେଟ କମ୍ପାନୀର ମୂଳ ଦାୟିତ୍ୱରୁ ହଟିଛନ୍ତି। ଗୁଗୁଲ ପ୍ରତିଷ୍ଠା କରିବାର ୨୧ ବର୍ଷ ପରେ ଉଭୟ ଉଭୟ ମାଲିକ ଗୁଗୁଲର ନିୟନ୍ତ୍ରକ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଏବେ ଆଲଫାବେଟ କମ୍ପାନୀର ଦାୟିତ୍ୱ ସମ୍ଭାଳିବେ ଗୁଗୁଲର ସିଇଓ ସୁନ୍ଦର ପିଚାଇ। ଉଭୟ ଗୁଗୁଲ ଏବଂ ଆଲଫାବେଟର ନେତୃତ୍ୱ ନେବେ ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟ। ଆଲଫାବେଟ ସହ କାମ କରିବା ପାଇଁ ଅଧିକ ଉତ୍ସାହିତ ରହିଛନ୍ତି ବୋଲି ମଧ୍ୟ ଜବାବରେ ସୁନ୍ଦର ପିଚାଇ କହିଛନ୍ତି।

ଲାରୀ ପେଜ ଏବଂ ସର୍ଜେଇ ବ୍ରିନ୍ କଲେଜ ପଢ଼ୁଥିବା ବେଳେ ଗୁଗୁଲ ପ୍ରତିଷ୍ଠାତା କରିଥିଲେ। ୨୦୧୫ରେ ଆଲଫାବେଟ କମ୍ପାନୀ ପ୍ରତିଷ୍ଠା କରିବା ପରେ ଗୁଗୁଲକୁ ଏହା ଅଧୀନକୁ ଆଣିଥିଲେ। ସେତେବେଳେ ପିଚାଇ ମଧ୍ୟ ଆଲଫାବେଟର ବୋର୍ଡ ସଦସ୍ୟ ଥିଲେ। କମ୍ପାନୀର କର୍ମଚାରୀ, ଗ୍ରାହକ, ବୈଷୟିକ ଜ୍ଞାନ ପ୍ରତି ପିଚାଇ ଯଥେଷ୍ଟ ଯତ୍ନବାନ ବୋଲି ଲାରୀ ପେଜ ଏବଂ ସର୍ଜେଇ ବ୍ରିନ୍ କହିଛନ୍ତି। ଆଲଫାବେଟ ଏବଂ ଗୁଗୁଲ ଚଳାଇବା ପାଇଁ ଦୁଇ ଜଣ ସିଇଓ ନିଯୁକ୍ତି ହେବାର ଆବଶ୍ୟକତା ନାହିଁ। ଏଭଳି ସ୍ଥିତିରେ କେବଳ ସୁନ୍ଦାଇ ପିଚାଇ ହିଁ ଯଥେଷ୍ଚ ବୋଲି ଲାରୀ ପେଜ ଏବଂ ସର୍ଜେଇ ବ୍ରିନ୍‌ କହିଛନ୍ତି।

ଏବେ ପିଚାଇଙ୍କ ପାଖରେ କମ୍ପାନୀର ସମସ୍ତ ଦାୟିତ୍ୱ। କମ୍ପାନୀର ପ୍ରତିଷ୍ଠାତା ଭାବରେ ଦାୟିତ୍ୱରୁ ହଟିଲେ ମଧ୍ୟ ପିଚାଇଙ୍କ ସହ ପ୍ରତିଦିନ କଥା ହୋଇ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଲାରୀ ଏବଂ ସର୍ଜେଇ କହିଛନ୍ତି। ପୂର୍ବରୁ ଆଲଫାବେଟର ବୋର୍ଡରେ ୧୫ ବର୍ଷ ଧରି ପିଚାଇ କାମ କରିଛନ୍ତି। ତେଣୁ ପିଚାଇଙ୍କ ପାଇଁ ସେମିତି କିଛି ଅସୁବିଧା ହେବ ନାହିଁ ବୋଲି ଲାରୀ ଏବଂ ସର୍ଜେଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story