ଜୁମ୍ ଭଳି ଆପ୍ ତିଆରି କରିବାକୁ ବୈଷୟିକ କମ୍ପାନୀକୁ ଆହ୍ୱାନ

ନୂଆଦିଲ୍ଲୀ: ଭିଡିଓ କନଫରେନସିଂ ପାଇଁ ଜୁମ୍ ଆପ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଆଜି ଏଭଳି କହିଛନ୍ତି। ଏହାପରେ ଭାରତ ସରକାର ନିଜସ୍ୱ ଆପ ତିଆରି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦେଶରେ ଥିବା ବୈଷୟିକ କମ୍ପାନୀକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ସରକାର। ମାଇଁ ଜିଓଭି (mygov) ଓ୍ୱେବସାଇଟରେ ଇନୋଭେସନ ଚ୍ୟାଲେଞ୍ଜ (Innovation Challenge)ରେ ଅଂଶଗ୍ରହଣ କରିବାକୁ ବୈଷୟିକ କମ୍ପାନୀମାନଙ୍କୁ ସରକାରଙ୍କୁ ତରଫରୁ କୁହାଯାଇଛି। ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ଏପ୍ରିଲ ୩୦ ରହିଛି […]

techie

techie

Subhransu Sekhar
  • Published: Thursday, 16 April 2020
  • Updated: 16 April 2020, 08:51 PM IST

Sports

Latest News

ନୂଆଦିଲ୍ଲୀ: ଭିଡିଓ କନଫରେନସିଂ ପାଇଁ ଜୁମ୍ ଆପ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଆଜି ଏଭଳି କହିଛନ୍ତି। ଏହାପରେ ଭାରତ ସରକାର ନିଜସ୍ୱ ଆପ ତିଆରି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦେଶରେ ଥିବା ବୈଷୟିକ କମ୍ପାନୀକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ସରକାର। ମାଇଁ ଜିଓଭି (mygov) ଓ୍ୱେବସାଇଟରେ ଇନୋଭେସନ ଚ୍ୟାଲେଞ୍ଜ (Innovation Challenge)ରେ ଅଂଶଗ୍ରହଣ କରିବାକୁ ବୈଷୟିକ କମ୍ପାନୀମାନଙ୍କୁ ସରକାରଙ୍କୁ ତରଫରୁ କୁହାଯାଇଛି। ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ଏପ୍ରିଲ ୩୦ ରହିଛି ଅନ୍ତିମ ତାରିଖ।

ତିନି ପ୍ରମୁଖ କମ୍ପାନୀଙ୍କୁ ପୁରସ୍କାର ଦେବେ ବୋଲି ସରକାର ଘୋଷଣା କରିଛନ୍ତି। ତିନୋଟି ଯାକ ଟିମକୁ ସରକାର ୨୦ ଲକ୍ଷ ଟଙ୍କା ଦେବେ। ଯାହାରା ଆପ୍ ସଫଳ ହେବ ତାଙ୍କୁ ସରକାର ୧ କୋଟି ଟଙ୍କା ଦେବେ। ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରଣାଳୟ ତରଫରୁ ୧ କୋଟି ଟଙ୍କା ସହିତ ସାର୍ଟିଫିକେଟ ଦିଆଯିବ। ତେବେ ୧୦ ଲକ୍ଷ ଟଙ୍କା ପରିଚାଳନା ଏବଂ ରକ୍ଷଣବେକ୍ଷଣ ପାଇଁ ସରକାର ଅତିରିକ୍ତ ଭାବରେ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲକଡାଉନ୍ ବେଳେ ବ୍ୟବସାୟିକ ବୈଠକ ଏବଂ ଭିଡିଓ କନଫରେନସିଂ ପାଇଁ ଏହି ଆପର ଲୋକପ୍ରିୟତା ବଢ଼ିଛି। ଅଧିକାଂଶ ଲୋକ ଏବେ ଏହି ଆପ୍ ବ୍ୟବହାର କରୁଛନ୍ତି। ଜୁମ୍ ଆପର ବିଶେଷତ୍ୱ ହେଉଛି କମ୍ ଡାଟା ଖର୍ଚ୍ଚରେ ଉଚ୍ଚ ଗୁଣବତ୍ତାର ବାର୍ତ୍ତାଳାପ ହୋଇପାରିବ। ଏହି ଆପରେ ଡାଟା ହ୍ୟାକିଂ ଓ ସାଇବର ଆଟାକର ସମ୍ଭାବନା ରହିଥିବାରୁ ସରକାର ଏହି ଆପକୁ ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି। ଏମିତିକି ଜୁମ୍ ଆପରେ ଲଗଇନ୍ କଲେ ବ୍ୟବହାର ହେଉଥିବା ଆଇଡି ପାସଓ୍ୱାର୍ଡ ମଧ୍ୟ ସୁରକ୍ଷିତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story