କରୋନା ଟିକା: ପଦାରେ ପଡ଼ିଲା ମୋଦି ସରକାରର ଦୋମୁହାଁ ନୀତି !

ନୂଆଦିଲ୍ଲୀ: କରୋନା ଟିକା ସମସ୍ତ ଦେଶବାସୀଙ୍କୁ ମିଳିବନି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ପରେ କଂଗ୍ରେସ ନେତା ତଥା କେରଳର ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାରର ଦୋମୁହାଁ ନୀତିକୁ ପଦାରେ ପଡ଼ିଛି ବୋଲି କହିଛନ୍ତି। ନିକଟରେ ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ପ୍ରତିଶ୍ରୁତି ଦେଇଥିଲା ତାଙ୍କ ଦଳ ବିଜୟୀ ହେଲେ ସମସ୍ତ ବିହାର ବାସୀଙ୍କୁ କରୋନା ଟିକା ମିଳିବ। ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବ। ଏବେ […]

modi

modi

Subhransu Sekhar
  • Published: Thursday, 03 December 2020
  • Updated: 03 December 2020, 12:04 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକା ସମସ୍ତ ଦେଶବାସୀଙ୍କୁ ମିଳିବନି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ପରେ କଂଗ୍ରେସ ନେତା ତଥା କେରଳର ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାରର ଦୋମୁହାଁ ନୀତିକୁ ପଦାରେ ପଡ଼ିଛି ବୋଲି କହିଛନ୍ତି।

ନିକଟରେ ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ପ୍ରତିଶ୍ରୁତି ଦେଇଥିଲା ତାଙ୍କ ଦଳ ବିଜୟୀ ହେଲେ ସମସ୍ତ ବିହାର ବାସୀଙ୍କୁ କରୋନା ଟିକା ମିଳିବ। ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବ। ଏବେ କେନ୍ଦ୍ର ସରକାର କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବନି। ଏହି ତିନି ପଏଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଘେରିଛନ୍ତି ରାହୁଲ୍ ଗାନ୍ଧୀ। ତେବେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ଅସଲରେ କେଉଁ ଆଭିମୁଖ୍ୟ ରଖିଛନ୍ତି ବୋଲି ରାହୁଲ୍ ଟ୍ୱିଟ୍ କରି ପଚାରିଛନ୍ତି।

https://twitter.com/RahulGandhi/status/1334343884357287942?s=20

ବୁଧବାର କଂଗ୍ରେସ ଟ୍ୱିଟ୍ କରି କହିଛି, ସମସ୍ତଙ୍କୁ କରୋନା ଟିକା ମିଳିବ ବୋଲି କହିଥିଲେ। ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ସମସ୍ତଙ୍କୁ କରୋନି ଟିକା ମିଳିବନି। ତାହାଲେ ମୋଦିଙ୍କ କଥା ‘ଜୁମଲା’ ବୋଲି ସାବ୍ୟସ୍ତ ହୋଇଛି। ଏଥିସହ 'ୟୁଟର୍ଣ୍ଣ ସରକାର' ବୋଲି କହିଛି କଂଗ୍ରେସ।

ଏବେ କେନ୍ଦ୍ର ସରକାର ଏହାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଦେଶବାସୀ କରୋନା ଟିକା ବାବଦରେ ଜାଣିବା ଦରକାର। ନଚେତ ଟିକା ପାଇଁ ଆତ୍ମନିର୍ଭର ହେବା ଦରକାର କି ବୋଲି କଂଗ୍ରେସ ଟ୍ୱିଟ୍ କରିଛି।

ଅଧିକ ପଢନ୍ତୁ : ଜାତିସଂଘରେ କୋଭିଡ -୧୯ ଉପରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ 

https://twitter.com/INCIndia/status/1334058472875311104?s=20

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ କରୋନା ଲଢ଼େଇ ପାଇଁ ସାରା ଦେଶକୁ ଟିକା ଦେବାର ଆବଶ୍ୟକତା ନାହିଁ। ଯଦି ଜଣେ ଗୁରୁତର ରହିଛି ତାହେଲେ ସେ ହିଁ ଟିକା ନେବେ ବୋଲି କହିଥିଲେ। ସମସ୍ତ ଦେଶବାସୀଙ୍କୁ କରୋନା ଟିକା ମିଳିବ ବୋଲି ସରକାର କହି ନାହାନ୍ତି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story