ଡିଜିଟାଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଆଗାମୀ ଦିନରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି। ଏମିତିକି ଆଗାମୀ ଦିନରେ ସରକାରୀ ସାମ୍ୱାଦିକ ସମ୍ମିଳନୀକୁ ସରକାରୀ ଭାବରେ ଆମନ୍ତ୍ରଣ ପାଇଁ ଅନୁମତି ମିଳିବା ସହିତ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ମିଳିବ […]

digital media

Subhransu Sekhar
  • Published: Friday, 16 October 2020
  • , Updated: 16 October 2020, 09:58 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଆଗାମୀ ଦିନରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି।

ଏମିତିକି ଆଗାମୀ ଦିନରେ ସରକାରୀ ସାମ୍ୱାଦିକ ସମ୍ମିଳନୀକୁ ସରକାରୀ ଭାବରେ ଆମନ୍ତ୍ରଣ ପାଇଁ ଅନୁମତି ମିଳିବା ସହିତ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ଅର୍ଥାତ୍ ଇଲେକ୍ଟ୍ରୋନିକ୍ସ ମିଡିଆ ଏବଂ ଖବରକାଗଜ ଭଳି ସମସ୍ତ ସୁଯୋଗ ଡିଜିଟାଲ ମିଡିଆକୁ ମିଳିବ ବୋଲି ସରକାର କହିଛନ୍ତି।

Related story