‘ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ’

ଅହମଦାବାଦ: ସାରା ଦେଶରେ ହେଲମେଟ ପିନ୍ଧିବା ନେଇ କଡ଼ାକଡି ନିୟମ ହୋଇଥିବା ବେଳେ ଗୁଜରାଟ ସରକାର କିନ୍ତୁ ଏହି ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏଭଳି ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ ଜାରି କରିଛନ୍ତି ସରକାର। ଗୁଜରାଟ ସରକାରର ପରିବହନ ମନ୍ତ୍ରୀ ଆରସି ଫଲଦୁ ଆଜି ଏହା କହିଛନ୍ତି। କିନ୍ତୁ ରାଜ୍ୟ ଓ […]

gujrat helmet

gujrat helmet

Subhransu Sekhar
  • Published: Wednesday, 04 December 2019
  • Updated: 04 December 2019, 04:55 PM IST

Sports

Latest News

ଅହମଦାବାଦ: ସାରା ଦେଶରେ ହେଲମେଟ ପିନ୍ଧିବା ନେଇ କଡ଼ାକଡି ନିୟମ ହୋଇଥିବା ବେଳେ ଗୁଜରାଟ ସରକାର କିନ୍ତୁ ଏହି ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏଭଳି ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ ଜାରି କରିଛନ୍ତି ସରକାର। ଗୁଜରାଟ ସରକାରର ପରିବହନ ମନ୍ତ୍ରୀ ଆରସି ଫଲଦୁ ଆଜି ଏହା କହିଛନ୍ତି। କିନ୍ତୁ ରାଜ୍ୟ ଓ ଜାତୀୟ ରାଜପଥରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ସହର ଭିତରେ ଥିବା ରାସ୍ତାରେ ହେଲମେଟ ପିନ୍ଧିବାକୁ ଲୋକମାନେ ରାଜି ହେଉ ନାହାନ୍ତି। ସହର ଭିତରେ ହେଲମେଟ ପିନ୍ଧିବା ପରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆସିଥିଲା। ଏହାପରେ ସରକାର ସମସ୍ତ ଅଭିଯୋଗକୁ ବିଚାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଚେମ୍ୱରେ ଯେତେବେଳେ ସାରା ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ଆଇନ କଡାକଡି ହୋଇଥିଲା ସେତେବେଳେ ଗୁଜରାଟ ଏହି ନିୟମ ଲାଗୁ ନକରି କୋହଳ କରିଥିଲା। ବିନା ହେଲମେଟରେ ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଜୋରିମାନା। ସେହିପରି କାର ଚାଳକ ସିଟ୍ ବେଲ୍ଟ ପିନ୍ଧି ନଥିଲେ ୧ ହଜାର ପରିବର୍ତ୍ତେ ୫୦୦ ଟଙ୍କା ଜୋରିମାନ ଦେବାକୁ ନିୟମ କରିଛି ଗୁଜରାଟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story