ଏନଆରସି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଲେ ଶାହ

ରାଞ୍ଚି: ଲୋକସଭାର କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିବା ପରେ ଆଜି ଜବାବ ରଖିଛନ୍ତି ଅମିତ ଶାହ। ଏନଆରସି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ କହିବାକୁ ଯାଇ ବିରୋଧୀଙ୍କ କଡ଼ା ଜବାବ ଦେଇଛନ୍ତି ଶାହ। ଝାଡ଼ଖଣ୍ଡର ଚକ୍ରଧରପୁର ରାଲିରେ ଦଳ ପାଇଁ ପ୍ରଚାର କରିବା ବେଳେ ସେ କହିଛନ୍ତି, ସାରା ଦେଶରେ ଏନଆରସି ଲାଗୁ ହେବ କି ନାହିଁ ଲୋକମାନେ କହିବା […]

AMIT SAHA

AMIT SAHA

Subhransu Sekhar
  • Published: Monday, 02 December 2019
  • Updated: 02 December 2019, 04:33 PM IST

Sports

Latest News

ରାଞ୍ଚି: ଲୋକସଭାର କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିବା ପରେ ଆଜି ଜବାବ ରଖିଛନ୍ତି ଅମିତ ଶାହ। ଏନଆରସି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ କହିବାକୁ ଯାଇ ବିରୋଧୀଙ୍କ କଡ଼ା ଜବାବ ଦେଇଛନ୍ତି ଶାହ।

ଝାଡ଼ଖଣ୍ଡର ଚକ୍ରଧରପୁର ରାଲିରେ ଦଳ ପାଇଁ ପ୍ରଚାର କରିବା ବେଳେ ସେ କହିଛନ୍ତି, ସାରା ଦେଶରେ ଏନଆରସି ଲାଗୁ ହେବ କି ନାହିଁ ଲୋକମାନେ କହିବା ଦରକାର। କଂଗ୍ରେସ ଏନଆରସି ଲାଗୁ କରିବାକୁ ମନା କରୁଛି। ହେଲେ ଦେଶରେ ମୋଦି ସରକାର ରହିଛି, ଏହି ସରକାର ସାରା ଦେଶରେ ଏନଆରସି ଲାଗୁ କରି ଅନୁପ୍ରବେଶକାରୀଙ୍କୁ ବାହାର କରିବ ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos