ଏଇ ଜେଲ୍‌ରେ ଏବେବି ରହୁଛନ୍ତି ଫାଶି ପାଇଥିବା କଏଦୀଙ୍କ ପ୍ରେତାତ୍ମା, ଫଟୋ ଦେଖିଲେ ରୁମ ଟାଙ୍କୁରି ଉଠିବ

ଭୁତ ବଙ୍ଗଳା, ଭୂତ କୋଠି ଓ ଭୁତ ବରଗଛ। ପିଲାଦିନେ ଏ ସବୁ କଥା ଆମେ ବହୁତ ଶୁଣିଛନ୍ତି। ସେତେବେଳେ ଜେଜେବାପା, ଜେଜେମାଆଙ୍କଠାରୁ ଭୁତ କାହାଣୀ ଶୁଣିବାକୁ ଆମ ମନରେ ବହୁତ ଆଗ୍ରହ। ସେ ସବୁ ଗପ ଶୁଣି ଶୁଣି ଆମ ମନରେ ବସାବାନ୍ଧି ରହିଥାଏ ଯେ, ଭୁତମାନଙ୍କର ଏକ ସ୍ୱତନ୍ତ୍ର ଦୁନିଆ ରହିଛି। ବାସ୍ତବରେ ଭୁତ ବୋଲି କିଛି ଜିନିଷ ଅଛି ନା, ଏହା କେବଳ କାଳ୍ପନିକ ବା ମନଗଢ଼ା କଥା, ତାହା ବୁଝିବାକୁ ଆମେ […]

Bhoot

Bhoot

Ordigital Desk
  • Published: Saturday, 13 January 2018
  • Updated: 13 January 2018, 04:52 PM IST

Sports

Latest News

ଭୁତ ବଙ୍ଗଳା, ଭୂତ କୋଠି ଓ ଭୁତ ବରଗଛ। ପିଲାଦିନେ ଏ ସବୁ କଥା ଆମେ ବହୁତ ଶୁଣିଛନ୍ତି। ସେତେବେଳେ ଜେଜେବାପା, ଜେଜେମାଆଙ୍କଠାରୁ ଭୁତ କାହାଣୀ ଶୁଣିବାକୁ ଆମ ମନରେ ବହୁତ ଆଗ୍ରହ। ସେ ସବୁ ଗପ ଶୁଣି ଶୁଣି ଆମ ମନରେ ବସାବାନ୍ଧି ରହିଥାଏ ଯେ, ଭୁତମାନଙ୍କର ଏକ ସ୍ୱତନ୍ତ୍ର ଦୁନିଆ ରହିଛି। ବାସ୍ତବରେ ଭୁତ ବୋଲି କିଛି ଜିନିଷ ଅଛି ନା, ଏହା କେବଳ କାଳ୍ପନିକ ବା ମନଗଢ଼ା କଥା, ତାହା ବୁଝିବାକୁ ଆମେ ପ୍ରସ୍ତୁତ ନଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ବୟସ ବଢ଼ିବା ପରେ ମନରେ ଭୁତପ୍ରେତଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କହନ୍ତି ଯେ, ସେମାନେ ଭୁତ ଦେଖିଛନ୍ତି। ଖାଲି ଦେଖିନାହାଁନ୍ତି, ଦାବି କରିଛନ୍ତି ଯେ, ଭୁତଙ୍କ ସହ ସେମାନେ କଥା ବି ହୋଇଛନ୍ତି। ଏମିତି ଏକ ସ୍ଥାନ ରହିଛି ବ୍ରିଟେନ୍‌ରେ। ତାହା ହେଉଛି ବ୍ରିଟେନ୍‌ର ଏକ ଜେଲ୍‌, ଯାହାକୁ ବହୁଦିନ ଆଗରୁ ବନ୍ଦ କରି ଦିଆଯାଇଛି। କୁହାଯାଏ ଏଠାରେ କାଳେ ଭୁତମାନେ ହିଁ ରହ୍ନତି। କେତେକ ଏହି ଜେଲ୍‌ଟିକୁ ବ୍ରିଟେନ୍‌ର ସବୁଠାରୁ ଭୟଙ୍କର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି କୁହନ୍ତି। ସମସ୍ତେ ତ କେବଳ କହନ୍ତି ଯେ ଏଠି ଭୁତ ଅଛନ୍ତି, କିନ୍ତୁ କିଛିଦିନ ପୂର୍ବେ ଏଠାରେ ଭୁତ ଦେଖିଥିବା ଦାବି କରିଛନ୍ତି ଏକ ଦମ୍ପତି। କେବଳ ଦାବି କରି ନାହାଁନ୍ତି, ସେମାନେ ଏହାର ପ୍ରମାଣ ଦେବାକୁ ଯାଇ ଏକ ଭିଡିଓ ବି ଦେଖାଇଛନ୍ତି। ଆସନ୍ତୁ ଜାଣିବା ଭୁତଙ୍କ ବାସସ୍ଥାନ ପାଲଟିଥିବା ବ୍ରିଟେନ୍‌ର ଏହି ଭୟଙ୍କର ଜେଲ୍‌ ସମ୍ପର୍କରେ।

ଟୋନୀ ଫେରଗୁସନ୍‌ ନାମକ ବ୍ୟକ୍ତି ଦାବି କରିଛନ୍ତି, ବ୍ରିଟେନ୍‌ର ବୋଡମିୟାଠାରେ ଥିବା ସେହି ବହୁଚର୍ଚ୍ଚିତ ଜେଲ୍‌ରେ, ଶେଷଥର ପାଇଁ ଫାଶୀ ପାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ସେ ନିଜ ଆଖିରେ ଦେଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବୋଡମିୟା ଜେଲ୍‌ରେ ବିଭିନ୍ନ ସମୟରେ ବହୁ ବଡ଼ ବଡ଼ ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଲୋକେ ବିଶ୍ୱାସ କରୁଛନ୍ତି, ଫାଶୀ ପାଇଥିବା ଏହି ବ୍ୟକ୍ତିମାନଙ୍କ ଆତ୍ମା ଆଜି ବି ଜେଲ୍‌ରେ ଏଣେ ତେଣେ ବୁଲୁଛନ୍ତି। ଟୋନୀ ନିଜ ଯୁକ୍ତିକୁ ପ୍ରମାଣିତ କରିବାକୁ ଏକ ଭିଡିଓ ମଧ୍ୟ ଦେଖାଇଛନ୍ତି।

କର୍ତୃପକ୍ଷଙ୍କ ଅନୁମତି ନେଇ, ଟୋନି ତିନେ ରାତିରେ ନିଜ ପତ୍ନୀଙ୍କ ସହ ଏହି ଜେଲ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ଏହାପରେ ତାଙ୍କ ଆଖି ଆଗରେ ଘଟିଥିଲା ଗୋଟିଏ ପରେ ଗୋଟିଏ ଅଲୌକିକ ଘଟଣା।

କ’ଣ ଥିଲା ସେ ଘଟଣା ?

ଟୋନୀ ଓ ତାଙ୍କ ପତ୍ନୀ ବିଳମ୍ବିତ ରାତିରେ ଜେଲ୍‌ ମଧ୍ୟରେ ପ୍ରବେଶ କରିଥିଲେ। ଜେଲ୍‌ରେ କିଛି ଭିତରକୁ ଯିବା ପରେ ସେମାନଙ୍କ ଆଗରେ ଏମିତି ସବୁ ଘଟଣା ଘଟିଥିଲା ଯାହାକୁ ବିଶ୍ୱାସ କରିବା କଷ୍ଟକର ଥିଲା। ଉଭୟ ଯେତେ ଯେତେ ଭିତରକୁ ଯିବାକୁ ଲାଗିଥିଲେ, ସେମାନେ କିଛି ଅଜବ ଧରଣର ଶବ୍ଦ ଶୁଣିବାକୁ ପାଇଥିଲେ। ଏହାସହ ଅଜବ ପ୍ରକାରର ଆଲୋକ ଦେଖିବାକୁ ପାଇଥିଲେ। ସେମାନେ ଏକ ଧପ୍‌ଧପ୍‌ ହେଉଥିବା ଆଲୋକ ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ଆଲୋକଟି ଅଧିକ ଉଜ୍ୱଳ ହୋଇଯାଇଥିଲା। ପରେ ଏହା ଦ୍ରୁତଗତିରେ ଉଡ଼ି ଉଡ଼ି ସେମାନଙ୍କ ଆଖି ଆଗକୁ ଚାଲି ଆସିଥିଲା।

ଟୋନୀ କହିଛନ୍ତି- “ଜେଲ୍‌ର ଏକ କରିଡୋର ପାଖକୁ ଯାଇ ଆଲୁଅଟି ଆହୁରି ଉଜ୍ୱଳ ହୋଇଯାଇଥିଲା। ଆମେ ଦେଖିଲୁ ସେଠାରେ ଏକ ଆତ୍ମା ଥିଲା। ଯାହାକୁ ଆମେ କ୍ୟାମେରାରେ ରେକର୍ଡ କରି ନେଇଥିଲୁ। ଏହା ଆମକୁ ୱିଲିୟମ ହୋମ୍ପଟମ୍‌ଙ୍କ ଭୁତ ଭଳି ଲାଗିଲା, ଯିଏ ଶେଷ ବ୍ୟକ୍ତି ଭାବେ ଏଠାରେ ଫାଶୀ ପାଇଥିଲେ। ଆଶ୍ଚର୍ଯ୍ୟର କଥାଟି ହେଲା ଏହି ଆତ୍ମାକୁ ଦେଖିବାର କିଛି ସମୟ ପୂର୍ବରୁ ମୁଁ ୱିଲିୟମଙ୍କ ନାଁ ନେଇଥିଲି।”

ଏ ବିଷୟରେ ଟୋନୀ ଯେତେବେଳେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲେ, ସେମାନେ ମଧ୍ୟ ଏହାକୁ ସତ ବୋଲି ଧରି ନେଇଥିଲେ। କାରଣ ଜେଲ୍‌ର କିଛି ଅଫିସର ପୂର୍ବରୁ ଭିତରେ ଭୂତ ଦେଖିଥିବା ଦାବି କରିଛନ୍ତି।

କିଏ ଏହି ୱିଲିୟମ୍‌ ?

ଜେଲ୍‌ ରେକର୍ଡ ଅନୁସାରେ, ୱିଲିୟମ୍‌ ହୋମ୍ପଟମ୍‌ଙ୍କୁ ୧୯୦୯ ଜୁନ ୨୪ ତାରିଖରେ ସେହି ଜେଲ୍‌ରେ ଫାଶୀ ଦିଆଯାଇଥିଲା। ଫାଶୀ ଦିଆଯିବା ବେଳେ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। ନିଜ ୧୬ ବର୍ଷର ପ୍ରେମିକାଙ୍କୁ ତଣ୍ଟି ଚିପି ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଫାଶୀ ଦଣ୍ଡି ଦିଆଯାଇଥିଲା।

କେତେ ଲୋକଙ୍କୁ ଦିଆଯାଇଥିଲା ଫାଶୀ

୧୭୩୫ରେ ନିର୍ମିତ ବୋଡମିୟା ଜେଲ୍‌ରେ ୧୯୦୯ ମସିହା ପର୍ଯ୍ୟନ୍ତ ୬୦ ଜଣଙ୍କୁ ଫାଶି ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ଥିଲେ। ୧୯୨୯ରେ ଏହି ଜେଲ୍‌କୁ ବନ୍ଦ କରି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story