ଆଇଆଇଟିରେ ନାମଲେଖାଇବାକୁ ଦିନମଜୁରିଆ ଧର୍ମରାଜଙ୍କ ଦୁଇ ପୁଅଙ୍କୁ ସାହାଯ୍ୟ କରିବେ ରାହୁଲ

ଲକ୍ଷ୍ମୌ :  ଧର୍ମରାଜ ସରୋଜ। ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ତାଙ୍କ ଘର। ସେ ଜଣେ ଦିନ ମଜୁରିଆ। ତାଙ୍କର ଦୁଇ ପୁଅ ରାଜୁ (୧୮) ଓ ବ୍ରିଜେଶ (୧୯) ଆଇଆଇଟି ଏଣ୍ଟ୍ରାନସରେ କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ପ୍ରଥମ ୫୦୦ଟି ସ୍ଥାନ ମଧ୍ୟରେ ଅଛନ୍ତି। ରାଜୁ ୧୬୭ ତମ ସ୍ଥାନରେ ରହିଥିବା ବେଳେ ବ୍ରିଜେଶ ୪୧୦ ନମ୍ବର ସ୍ଥାନରେ ରହିଛନ୍ତି। ଏହା ଜାଣିବା ପରେ ଧର୍ମରାଜ ଖୁସି ହୋଇଥିଲେ ଓ ତା’ସାଙ୍ଗରେ ଦୁଃଖି ବି ହୋଇଥିଲେ। କାରଣ […]

iit

iit

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 11:16 AM IST

Sports

Latest News

ଲକ୍ଷ୍ମୌ :  ଧର୍ମରାଜ ସରୋଜ। ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ତାଙ୍କ ଘର। ସେ ଜଣେ ଦିନ ମଜୁରିଆ। ତାଙ୍କର ଦୁଇ ପୁଅ ରାଜୁ (୧୮) ଓ ବ୍ରିଜେଶ (୧୯) ଆଇଆଇଟି ଏଣ୍ଟ୍ରାନସରେ କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ପ୍ରଥମ ୫୦୦ଟି ସ୍ଥାନ ମଧ୍ୟରେ ଅଛନ୍ତି। ରାଜୁ ୧୬୭ ତମ ସ୍ଥାନରେ ରହିଥିବା ବେଳେ ବ୍ରିଜେଶ ୪୧୦ ନମ୍ବର ସ୍ଥାନରେ ରହିଛନ୍ତି। ଏହା ଜାଣିବା ପରେ ଧର୍ମରାଜ ଖୁସି ହୋଇଥିଲେ ଓ ତା’ସାଙ୍ଗରେ ଦୁଃଖି ବି ହୋଇଥିଲେ। କାରଣ ଦୁଇ ପୁଅଙ୍କ ନାମଲେଖା ପାଇଁ ଲକ୍ଷେ ଟଙ୍କା ଦରକାର। ତେବେ ଶନିବାର ତାଙ୍କର ଏହି ସମସ୍ୟା ଦୂର ହୋଇଯାଇଛି। ରାଜୁ ଓ ବ୍ରିଜେଶଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ରାଜୁ ଓ ବ୍ରିଜେଶଙ୍କ ସଂପର୍କରେ ଖବର ପାଇବା ପରେ ଆଜି ସକାଳେ ସେ ସେମାନଙ୍କୁ ଫୋନ କରିଥିଲେ ଓ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତା’ସହିତ କଂଗ୍ରେସ ପକ୍ଷରୁ ସେମାନଙ୍କ ନାମଲେଖା ଫି’ ଦିଆଯିବ ବୋଲି କହିଥିଲେ।

ରାହୁଲଙ୍କ ଏହି ଫୋନ କଲ୍ ପରେ ପରେ ରାଜୁ ଓ ବ୍ରିଜେଶଙ୍କ ନିକଟକୁ ବଢ଼ିଛି ଏକାଧିକ ସହାୟତାର ହାତ। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଓ ତାଙ୍କର ବିଧାୟିକା ଝିଅ ଆରାଧନା ମିଶ୍ରା ସେମାନଙ୍କର ମାସକର ଦରମା ରାଜୁ ଓ ବ୍ରିଜେଶଙ୍କୁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।  ଏହି ଦୁଇ ନେତାଙ୍କ ମାସକର ଦରମା ମିଶି ଏକ ଲକ୍ଷ ଟଙ୍କା ହୋଇଯିବ। ରାଜୁ ଓ ବ୍ରିଜେଶ ଏହି ବାପ-ଝିଅଙ୍କ ନିର୍ବାଚନ ମଣ୍ଡଳୀର ବାସିନ୍ଦା।

ସେହିପରି ସାନିଟେସନ୍ ନିର୍ମାଣକାରୀ ସଂସ୍ଥା ସୁଲଭ ଇଣ୍ଟରନ୍ୟାସନାଲ ଘୋଷଣା କରିଛି ଯେ କଂପାନୀ ଏହି ଦୁଇ ଛାତ୍ରଙ୍କ ସମସ୍ତ ପଢ଼ା ଖର୍ଚ୍ଚ ବହନ କରିବ। ଏହା ସହିତ ଉତ୍ତର ପ୍ରଦେଶ ଗ୍ରାମୀଣ ବ୍ୟାଙ୍କ ତରଫରୁ ମଧ୍ୟ ସହାୟତାର ହାତ ବଢ଼ାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story