ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହୀତ, ଅପେକ୍ଷା ସିନେଟ ନିଷ୍ପତ୍ତିକୁ

ନ୍ୟୁୟର୍କ: ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ଶାସକ ଦଳ ରିପବ୍ଲିକାନ ପାର୍ଟିକୁ ଜୋରଦାର ଝଟକା ଲାଗିଛି। ଆମେରିକା ରାଷ୍ଟ୍ରପତି ତଥା ଶାସକ ଦଳର ମୁଖିଆ ଡୋନାଲ୍ଡ ଟ୍ରମ୍ପ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିଛନ୍ତି। ଆମେରିକାର ନିମ୍ନ ସଦନ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ଏବେ ସିନେଟରେ ମହାଭିଯୋଗ ପ୍ରସ୍ତାବ ସାମ୍ନା କରିବାକୁ ଯାଉଛନ୍ତି ଟ୍ରମ୍ପ। ତୃତୀୟ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ […]

trump

trump

Subhransu Sekhar
  • Published: Thursday, 19 December 2019
  • Updated: 19 December 2019, 12:58 PM IST

Sports

Latest News

ନ୍ୟୁୟର୍କ: ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ଶାସକ ଦଳ ରିପବ୍ଲିକାନ ପାର୍ଟିକୁ ଜୋରଦାର ଝଟକା ଲାଗିଛି। ଆମେରିକା ରାଷ୍ଟ୍ରପତି ତଥା ଶାସକ ଦଳର ମୁଖିଆ ଡୋନାଲ୍ଡ ଟ୍ରମ୍ପ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିଛନ୍ତି। ଆମେରିକାର ନିମ୍ନ ସଦନ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ଏବେ ସିନେଟରେ ମହାଭିଯୋଗ ପ୍ରସ୍ତାବ ସାମ୍ନା କରିବାକୁ ଯାଉଛନ୍ତି ଟ୍ରମ୍ପ। ତୃତୀୟ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସିନେଟରେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବାକୁ ଯାଉଛନ୍ତି। ପୂର୍ବରୁ ଆଣ୍ଡ୍ରିୟୁ ଜନସନ ଏବଂ କ୍ଲିଣ୍ଟନଙ୍କ ବିରୋଧରେ ସିନେଟରେ ଏହି ମହାଭିଯୋଗ ପ୍ରସ୍ତାବ ଆସିଥିଲା। ହେଲେ ଗୃହୀତ ହୋଇପାରିନଥିଲା। ୧୫୧ ବର୍ଷ ପରେ ଜଣେ ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ସିନେଟରେ ମହାଭିଯୋଗ ପ୍ରସ୍ତାବ ଆସିଛି।

ବୁଧବାର ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟଟିଭରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଦୁଇଟି ଅଭିଯୋଗ ଉପରେ ବିତର୍କ ହୋଇଥିଲା। ଦେଶର ଟିକସଦାତାଙ୍କ ପଇସାକୁ ନିଜ ବ୍ୟକ୍ତିଗତ ଏବଂ ରାଜନୀତିକ ସ୍ୱାର୍ଥରେ ଉପଯୋଗ କରିଥିବା ଅଭିଯୋଗ ରହିଛି। ସେହିପରି ଦ୍ୱିତୀୟ ଅଭିଯୋଗ ଏହି ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିଥିଲେ। ଦୁଇଟି ପ୍ରସ୍ତାବକୁ ନେଇ ହୋଇଥିବା ଭୋଟିଂରେ ଗୋଟିଏ ପ୍ରସ୍ତାବରେ ଟ୍ରମ୍ପଙ୍କ ବିରୋଧରେ ୨୩୦ ଭୋଟ୍ ପଡ଼ିଥିବା ବେଳେ ସମର୍ଥନରେ ୧୯୭ ଖଣ୍ଡ ଭୋଟ୍ ପଡ଼ିଥିଲା। ସେହିପରି ଦ୍ୱିତୀୟ ପ୍ରସ୍ତାବରେ ୨୨୯-୧୯୮ ଭୋଟ୍ ପଡ଼ିଥିଲା। ମହାଭିଯୋଗ ପ୍ରସ୍ତାବ ଗୃହୀତ କରିବା ପାଇଁ ୫୧ ପ୍ରତିଶତ ଭୋଟ୍ ଆବଶ୍ୟକ ଥିବା ବେଳେ ୫୨.୮୭ ପ୍ରତିଶତ ଭୋଟ୍ ପଡ଼ିଥିଲା ଟ୍ରମ୍ପଙ୍କ ବିରୋଧରେ।

ତେବେ ବିଶେଷଜ୍ଞଙ୍କ କହିବା କଥା ଏବେ ବି ଟ୍ରମ୍ପଙ୍କ ପଦବୀ ସୁରକ୍ଷିତ। କାରଣ ନିମ୍ନ ସଦନରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ହେଲେ ସିନେଟରେ ତାଙ୍କ ଦଳ ରିପବ୍ଲିକାନ ଦଳର ବହୁମତ ଥିବାରୁ ବିରୋଧୀଙ୍କ ଦ୍ୱାରା ଆସିଥିବା ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ମୁସକିଲ୍। ଯଦି ସିନେଟରେ ରିପବ୍ଲିକାନ ଦଳର ୨୦ ସାଂସଦ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେବେ ତାହେଲେ ଟ୍ରମ୍ପ ରାଷ୍ଟ୍ରପତି ପଦବୀରୁ ବହିଷ୍କୃତ ହେବା ଥୟ। ୧୦୦ ଆସନ ବିଶିଷ୍ଟ ସିନେଟରେ ଟ୍ରମ୍ପଙ୍କ ନେତୃତ୍ୱାଧୀନ ରିପବ୍ଲିୁକାନ ପାର୍ଟି ପାଖରେ ୫୩ ସାଂସଦ ରହିଥିବା ବେଳେ ୪୭ ସାଂସଦ ବିରୋଧୀ ଡେମୋକ୍ରାଟିକ ଦଳ ପାଖରେ ରହିଛି।

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ପରେ ଏହାକୁ ନେଇ ରାଜରାସ୍ତାକୁ ମଧ୍ୟ ଲୋକମାନେ ଆସିଛନ୍ତି। ଟ୍ରମ୍ପ ସରକାରଙ୍କ ବିରୋଧରେ ଲୋକମାନେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story