କରୋନା ପାଇଁ ପ୍ରଭାବିତ ହେବ ୨୮% ଆମଦାନୀ

ମୁମ୍ବାଇ: କୋଭିଡ୍‌-୧୯ ବା କରୋନା ଭାଇସ୍‌। କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଫଳରେ ଭାରତର ନିର୍ମାଣ, ଅଟୋ, କେମିକାଲ ଏବଂ ଫାର୍ମା କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବ ବୋଲି କୁହାଯାଉଛି। ଚାଇନା ଉପରେ ବର୍ତ୍ତମାନ ୫ଟି ଉତ୍ପାଦ ପାଇଁ ଭାରତ ନିର୍ଭର କରୁଛି। ସେସବୁ ହେଲା ଇଲେକ୍ଟ୍ରିକାଲ ମେସିନାରୀ, ମେସିନାରୀ ଓ ମେକାନିକାଲ ଆପ୍ଲିଆନ୍ସେସ୍‌, ଅର୍ଗାନିକ୍‌ କେମିକାଲ୍ସ, ପ୍ଲାଷ୍ଟିକ୍‌ ଏବଂ ଅପ୍ଟିକାଲ ଓ ସର୍ଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ। ଏସବୁକୁ ହିସାବକୁ […]

Corona

Corona

Subrat Kumar Nayak
  • Published: Saturday, 15 February 2020
  • Updated: 15 February 2020, 03:44 PM IST

Sports

Latest News

ମୁମ୍ବାଇ: କୋଭିଡ୍‌-୧୯ ବା କରୋନା ଭାଇସ୍‌। କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଫଳରେ ଭାରତର ନିର୍ମାଣ, ଅଟୋ, କେମିକାଲ ଏବଂ ଫାର୍ମା କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବ ବୋଲି କୁହାଯାଉଛି।

ଚାଇନା ଉପରେ ବର୍ତ୍ତମାନ ୫ଟି ଉତ୍ପାଦ ପାଇଁ ଭାରତ ନିର୍ଭର କରୁଛି। ସେସବୁ ହେଲା ଇଲେକ୍ଟ୍ରିକାଲ ମେସିନାରୀ, ମେସିନାରୀ ଓ ମେକାନିକାଲ ଆପ୍ଲିଆନ୍ସେସ୍‌, ଅର୍ଗାନିକ୍‌ କେମିକାଲ୍ସ, ପ୍ଲାଷ୍ଟିକ୍‌ ଏବଂ ଅପ୍ଟିକାଲ ଓ ସର୍ଜିକାଲ ଇନ୍‌ଷ୍ଟ୍ରୁମେଣ୍ଟ। ଏସବୁକୁ ହିସାବକୁ ନେଲେ ଭାରତର ୨୮% ଆମଦାନୀ ପ୍ରଭାବିତ ହେବ ବୋଲି କୁହାଯାଉଛି।

ଉପରୋକ୍ତ ସାମଗ୍ରୀର ଆମଦାନୀ ପ୍ରଭାବିତ ହେବା ଫଳରେନିର୍ମାଣ, ପରିବହନ, ରସାୟନ ଏବଂ ମେସିନାରୀ ମନ୍ୟୁଫାକ୍ଚରିଂ ଆଦି ପ୍ରଭାବିତ ହେବ। ତେବେ ମୋଟ ଉପରେ ବିଚାର କଲେ କୋଭିଡ୍‌-୧୯ କାରଣରୁ ଭାରତର ରପ୍ତାନୀ ମଧ୍ୟମ ଧରଣର ପ୍ରଭାବିତ ହେବ। କାରଣ ଭାରତର ମୋଟ ରପ୍ତାନୀରେ ଚାଇନାର ଅଂଶ ମାତ୍ର ୫%।

୨୦୧୮ ଆର୍ଥିକ ବର୍ଷରେ ଚାଇନାରୁ ଭାରତର ଆମଦାନୀ ୭୧ ବିଲିଅନ୍‌ ଡଲାର ବା ମୋଟ ଆମଦାନୀର ୧୪% ଥିଲା। ଭାରତର ମୋଟ ଆମଦାନୀ ୫୦୭ ବିଲିଅନ୍‌ ଡଲାର ଥିଲା। ଫେବୃଆରୀ ୧୭ ପରଠାରୁ ଚାଇନାର ଶିଳ୍ପ ଜଗତ ବନ୍ଦ ହୋଇଯିବାର ଅଛି ଏବଂ ସ୍ଥିତି ନ ସୁଧୁରିବା ଯାଏ ଏହା କାଏମ ରହିବ।
ମେସିନାରୀ ଉତ୍ପାଦ ମଧ୍ୟରେ ଭାରତ ମେନଲ୍ୟାଣ୍ଡ ଚାଇନାରୁ ୪୦କ୍ଷ ଉତ୍ପାଦ ଆମଦାନୀ କରିଥାଏ। ହଂକଂକୁ ମିଶାଇଲେ ଏହା ୫୭% ହେବ। ଏହାର ଅର୍ଥ ଇଳେକ୍ଟ୍ରିକାଲ ମେସିନାରୀର ଅର୍ଦ୍ଧେକ ଚାଇନା ନିୟନ୍ତ୍ରିତ। ଅନ୍ୟପକ୍ଷରେ ଏକ ତୃତୀୟାଂଶ ମେସିନାରୀ ଏବଂ ମେକାନିକାଲ ଆପ୍ଲିଆନ୍ସେସ୍‌ ଚାଇନାରୁ ଆସୁଥିବାରୁ ଏହି କ୍ଷେତ୍ରରେ ୩୦%-୪୦% ପ୍ରଭାବିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story