ଅଞ୍ଜଳିଙ୍କୁ ହିଟ୍‌ ଆଣ୍ଡ ରନ୍ ମାମଲାରେ ୧୧ ପୁଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଘଟଣାଦିନ ରୋହିଣୀ ଜିଲ୍ଲାରେ ନିୟୋଜିତ ହୋଇଥିବା ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ କମିଶନରଙ୍କୁ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ପୁଲିସ କର୍ମଚାରୀ ରୋହିଣୀ ଜିଲ୍ଲାର ଖଞ୍ଜୱାଲା ଏରିଆର। […]

Delhi Accident case

Delhi Accident case

Tapas Behera
  • Published: Friday, 13 January 2023
  • Updated: 13 January 2023, 05:16 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଘଟଣାଦିନ ରୋହିଣୀ ଜିଲ୍ଲାରେ ନିୟୋଜିତ ହୋଇଥିବା ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ କମିଶନରଙ୍କୁ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ପୁଲିସ କର୍ମଚାରୀ ରୋହିଣୀ ଜିଲ୍ଲାର ଖଞ୍ଜୱାଲା ଏରିଆର। ଏହି ଇଲାକାରେ ଭୟଙ୍କର ଘଟଣା ଘଟିଥିଲା। ଦୁଇଜଣ ସବଇନ୍ସପେକ୍ଟର, ୪ ଜଣ ସହକାରୀ ଇନ୍ସପେକ୍ଟର , ୪ ଜଣ ହେଡ୍‌ କନଷ୍ଟେବଳ, ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।  ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଶାଳିନୀ ସିଂହଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ଅବହେଳା ଥିବା ଜଣାପଡ଼ିଥିଲା।

ଏହି ରିପୋର୍ଟ ଗୃହମନ୍ତ୍ରଣାଳୟକୁ ଦିଆଯିବା ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦ବର୍ଷୀୟ  ଅଞ୍ଜଳି ନାମ୍ନୀ ଯୁବତୀ ଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ।  ନୂଆ ବର୍ଷଦିନ ଅଞ୍ଜଳି ତାଙ୍କ ସ୍କୁଟିରେ ତାଙ୍କ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ(୨୭ ବର୍ଷୀୟ କୃଷ୍ଣ, ୨୬ ବର୍ଷୀୟ ମିଥୁନ, ୨୬ ବର୍ଷୀୟ ଦୀପକ ଖାନ୍ନା, ୨୫ ବର୍ଷୀୟ ଅମିତ ଖାନ୍ନା ଓ ୨୭ ବର୍ଷୀୟ ମ‌ନୋଜ ମିତ୍ତଲ) ମଦ୍ୟପ କାର ଚଳାଇ ତାଙ୍କୁ ଧକ୍କା ଦେଇଥିଲେ।

ଅଞ୍ଜଳିଙ୍କ ଗୋଡ଼ କାର୍ ଚକାରେ ଟାଣି ହୋଇଯିବାରୁ ସେ ଘୋଷାରି ହୋଇଯାଥିଲେ। ଘଟଣା ସ୍ଥଳରେ ତାଙ୍କ ସାଙ୍ଗ ଫେରାର୍ ହୋଇଯାଇଥିଲେ।ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୧୩ କିଲୋମଟିର ଯାଏଁ ଉକ୍ତ ଚଳନ୍ତା କାର ଘୋଷାଡ଼ି ନେଇଯାଇଥିଲା । ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍‌ରେ ଲାଖି ରହିଥିଲା। ଏହି କାରଣରୁ ରାସ୍ତାରେ ଘସି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଅଞ୍ଜଳୀଙ୍କୁ ହତ୍ୟା ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story