କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ନିକଟରେ କରୋନାକୁ ମାତ୍ ଦେଇ ଘରକୁ ଫେରିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ହାଲ୍‌କା ଜ୍ୱର ହେବା ପରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଅମିତ ଶାହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଏକ ପ୍ରାଇଭେଟ୍ ୱାର୍ଡରେ ରଖାଯାଇଛି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟାଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ତାଙ୍କ ଉପରେ […]

Amit-Shah

Amit-Shah

Jitendra Garnayak
  • Published: Tuesday, 18 August 2020
  • Updated: 18 August 2020, 11:40 AM IST

Sports

Latest News

ନୂଆଦିଲ୍ଲୀ: ନିକଟରେ କରୋନାକୁ ମାତ୍ ଦେଇ ଘରକୁ ଫେରିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ହାଲ୍‌କା ଜ୍ୱର ହେବା ପରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଅମିତ ଶାହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଏକ ପ୍ରାଇଭେଟ୍ ୱାର୍ଡରେ ରଖାଯାଇଛି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟାଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଗଷ୍ଟ ୨ ତାରିଖରେ ଅମିତ ଶାହଙ୍କୁ ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଉ ୧୨ ଦିନ ପରେ ଅଗଷ୍ଟ ୧୪ ତାରିଖରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଅମିତ ଶାହ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌କଚାର୍ଜ କରି ଦିଆଯାଇଥିଲା ଓ ହୋମ୍ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଥିଲା। ତେବେ ଗତକାଲି ରାତିରେ ତାଙ୍କ ଠାରେ ହାଲ୍‌କା ଜ୍ୱର ଥିବା ଜଣାପଡ଼ିଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story