ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିସ୍

ପାଟନା: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆମୋଡ଼। ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛନ୍ତି ବିହାର ସରକାର। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂହ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ ଓ ଘଟଣାର ସିବିଆଇ ତଦନ୍ତ କରାଇବାକୁ ଅନୁରୋଧ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ତଦନ୍ତଭାର ସିବିଆଇକୁ ଦେବା ପାଇଁ ସୁପାରିସ୍ କରିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। […]

sushant

sushant

Jitendra Garnayak
  • Published: Tuesday, 04 August 2020
  • Updated: 04 August 2020, 12:06 PM IST

Sports

Latest News

ପାଟନା: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆମୋଡ଼। ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛନ୍ତି ବିହାର ସରକାର।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂହ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ ଓ ଘଟଣାର ସିବିଆଇ ତଦନ୍ତ କରାଇବାକୁ ଅନୁରୋଧ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ତଦନ୍ତଭାର ସିବିଆଇକୁ ଦେବା ପାଇଁ ସୁପାରିସ୍ କରିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହୋଇଥିଲା। ଆମେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛୁ। ଆଜି ସନ୍ଧ୍ୟା ସୁଦ୍ଧା ଏନେଇ ରହିଥିବା ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ।

ଅନ୍ୟପକ୍ଷରେ ଗତକାଲି ମହାରାଷ୍ଟ୍ରର ଗୃହ ମନ୍ତ୍ରୀ କହିଥିଲେ ଯେ ଏହି ଘଟଣାରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ। ମୁମ୍ବାଇ ପୁଲିସ୍ ଠିକଣା ଦିଗରେ ତଦନ୍ତ ଚଲାଇଛି।

ମୁମ୍ବାଇ ପୁଲିସ୍‌ରେ ତଦନ୍ତ ଉପରେ ଆସ୍ଥା ହରାଇ ସାରିଥିବା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ.ସିଂହ କିଛି ଦିନ ତଳେ ପାଟଣାର ଏକ ଥାନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୬ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଏହାପରେ ବିହାର ପୁଲିସ୍‌ର ଏକ ଟିମ୍ ମୁମ୍ବାଇ ଯାଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ହେଲେ ସେମାନଙ୍କୁ ମୁମ୍ବାଇ ପୁଲିସ୍‌ର ସହଯୋଗ ମିଳି ନଥିଲା। ଏପରିକି ଗତ ରବିବାର ଏହି ଟିମ୍‌ର ନେତୃତ୍ୱ ନେବାକୁ ମୁମ୍ବାଇ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ସେଠାରେ ଜବରଦସ୍ତି କ୍ୱାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଥିଲା। ଆଉ ମୁମ୍ବାଇ ଓ ବିହାର ପୁଲିସ୍ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟରେ ବିହାର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଘଟଣା ଏବେ ଏକ ଅଲଗା ମୋଡ଼ ନେଇଛି। ବିହାରରେ କିଛି ବିପକ୍ଷ ଦଳ ମଧ୍ୟ ସିବିଆଇ ତଦନ୍ତ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story