ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କଲେ କଙ୍ଗନା, କହିଲେ- ପୁଣି ତିଆରି ହେବ ରାମ ମନ୍ଦିର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ ସ୍ଥିତ ଅଫିସ୍ ‘ମଣିକର୍ଣ୍ଣିକା ଫିଲ୍ମସ୍‌’ରେ ବେଆଇନ୍ ନିର୍ମାଣ କାର୍ଯ୍ୟ ହୋଇଥିବା କହି ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ)ପକ୍ଷରୁ ଆଜି ସେଗୁଡ଼ିକୁ ଭଙ୍ଗା ଯାଉଛି। ଆଉ ଏହାକୁ ନେଇ ରାଗି ଯାଇଥିବା କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କରିଥିବା ବେଳେ ସେଠାରେ ପୁଣି ମନ୍ଦିର ତିଆରି ହେବ ବୋଲି କହିଛନ୍ତି। ଅଫିସ୍ ଭଙ୍ଗା ଘଟଣାକୁ ନେଇ କଙ୍ଗନା ଏକାଧିକ ଟ୍ୱିଟ୍ କରି ମହାରାଷ୍ଟ୍ର ସରକାରଙ୍କୁ ପରୋକ୍ଷରେ ସମାଲୋଚନା […]

kangana1

kangana1

Jitendra Garnayak
  • Published: Wednesday, 09 September 2020
  • Updated: 09 September 2020, 01:15 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ ସ୍ଥିତ ଅଫିସ୍ ‘ମଣିକର୍ଣ୍ଣିକା ଫିଲ୍ମସ୍‌’ରେ ବେଆଇନ୍ ନିର୍ମାଣ କାର୍ଯ୍ୟ ହୋଇଥିବା କହି ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ)ପକ୍ଷରୁ ଆଜି ସେଗୁଡ଼ିକୁ ଭଙ୍ଗା ଯାଉଛି। ଆଉ ଏହାକୁ ନେଇ ରାଗି ଯାଇଥିବା କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କରିଥିବା ବେଳେ ସେଠାରେ ପୁଣି ମନ୍ଦିର ତିଆରି ହେବ ବୋଲି କହିଛନ୍ତି।

ଅଫିସ୍ ଭଙ୍ଗା ଘଟଣାକୁ ନେଇ କଙ୍ଗନା ଏକାଧିକ ଟ୍ୱିଟ୍ କରି ମହାରାଷ୍ଟ୍ର ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି।

ଗୋଟିଏ ଟ୍ୱିଟ୍‌ରେ ସେ ଲେଖିଛନ୍ତି- ମଣିକର୍ଣ୍ଣିକା ଫିଲ୍ମସ୍‌ରେ ମୁଁ ପ୍ରଥମ ଫିଲ୍ମ ଅଯୋଧ୍ୟାର ଘୋଷଣା କରିଥିଲି। ଏହା ମୋ ପାଇଁ ଏକ କୋଠା ନୁହେଁ। ଏହା ମୋ ପାଇଁ ରାମ ମନ୍ଦିର। ଆଜି ସେଠାକୁ ବାବର ଆସିଛି। ଆଜି ପୁଣି ଇତିହାସର ପୁନରାବୃତ୍ତି ହେବ। ରାମ ମନ୍ଦିର ପୁଣି ଭାଙ୍ଗିବ। ମନେ ରଖ ବାବର ଏହି ମନ୍ଦିର ପୁଣି ଗଢ଼ା ହେବ।

ସେହିପରି ଆଉ ଏକ ଟ୍ୱିଟ୍‌ରେ କଙ୍ଗନା ଲେଖିଛନ୍ତି ବାବର ଓ ତାଙ୍କ ଟିମ୍‌। ଏଥିରେ ସେ କିଛି ଫଟୋ ମଧ୍ୟ ଶେଆର କରିଛନ୍ତି, ଯେଉଁଥିରେ ପୁଲିସ୍ କର୍ମଚାରୀମାନେ ଅଛନ୍ତି। ତା’ସହିତ ବିଏମ୍‌ସି କର୍ମଚାରୀମାନେ ମଧ୍ୟ ଅଛନ୍ତି।

ଆଉ ଏକ ଟ୍ୱିଟ୍‌ କରି ସେ ପାକିସ୍ତାନ ବୋଲି ଲେଖିଛନ୍ତି। ଏଥିରେ ବି ତାଙ୍କ ଅଫିସ୍‌ ଭଙ୍ଗା ହେବାର ଫଟୋ ରହିଛି।

କଙ୍ଗନା ପୁଣି ଥରେ ମୁମ୍ବାଇକୁ ‘ପାକିସ୍ତାନ ଅଧିକୃତ କଶ୍ମୀର’ ବୋଲି କହିଛନ୍ତି। ଅନ୍ୟ ଏକ ଟ୍ୱିଟ୍ କରି ସେ କହିଛନ୍ତି- ମୁଁ କେବେ ଭୁଲ୍ ନଥିଲି। ମୋ ଶତ୍ରୁମାନେ ଏହାକୁ ବାରମ୍ବାର ପ୍ରମାଣିତ କରିଚାଲିଛନ୍ତି। ମୋ ମୁମ୍ବାଇ ଏବେ ପାକ୍‌ ଅଧିକୃତ କଶ୍ମୀର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story