ସୋନିଆଙ୍କୁ ପ୍ରଶ୍ନ କଲେ କଙ୍ଗନା

ମୁମ୍ବାଇ: ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହିତ ତୁଳନର କଲା ପରେ ସୃଷ୍ଟି ହୋଇଛି ଏମିତି ସ୍ଥିତି। ବିଶେଷ କରି ଶିବସେନା ରାଗି ଯାଇଛି। ପୁଣି ଶିବସେନା କବଜାରେ ଥିବା ବିଏମ୍‌ସି କଙ୍ଗନାଙ୍କ ଅଫିସ୍‌ର କିଛି ଅଂଶକୁ ବେଆଇନ ଦର୍ଶାଇ ଭାଙ୍ଗି ଦେବା ପରେ ଏହି ଘଟଣା ଥମିବାର ନାଁ ନେଉ ନାହିଁ। ଆଉ ୟା ଭିତରେ ଶିବସେନା ସହିତ କଂଗ୍ରେସକୁ ମଧ୍ୟ ଘେରିଛନ୍ତି […]

sonia

sonia

Jitendra Garnayak
  • Published: Friday, 11 September 2020
  • Updated: 11 September 2020, 02:12 PM IST

ମୁମ୍ବାଇ: ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହିତ ତୁଳନର କଲା ପରେ ସୃଷ୍ଟି ହୋଇଛି ଏମିତି ସ୍ଥିତି। ବିଶେଷ କରି ଶିବସେନା ରାଗି ଯାଇଛି। ପୁଣି ଶିବସେନା କବଜାରେ ଥିବା ବିଏମ୍‌ସି କଙ୍ଗନାଙ୍କ ଅଫିସ୍‌ର କିଛି ଅଂଶକୁ ବେଆଇନ ଦର୍ଶାଇ ଭାଙ୍ଗି ଦେବା ପରେ ଏହି ଘଟଣା ଥମିବାର ନାଁ ନେଉ ନାହିଁ। ଆଉ ୟା ଭିତରେ ଶିବସେନା ସହିତ କଂଗ୍ରେସକୁ ମଧ୍ୟ ଘେରିଛନ୍ତି କଙ୍ଗନା। କାରଣ ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରରେ କଂଗ୍ରେସ ବି ଅଛି।

କଙ୍ଗନା ଆଜି ସିଧାସଳଖ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟ୍ କରି ତାଙ୍କୁ ୨ଟି ପ୍ରଶ୍ନ କରିଛନ୍ତି।
କଙ୍ଗନା ଲେଖିଛନ୍ତି- ସୋନିଆ ଗାନ୍ଧିଜୀ, ମହାରାଷ୍ଟ୍ର ସରକାର ମୋ ସହିତ ଯେଉଁ ଭଳି ବ୍ୟବହାର କଲେ, ତାହା ଦେଖି ଜଣେ ମହିଳା ଭାବେ ଆପଣଙ୍କୁ ଯନ୍ତ୍ରଣା ହୋଇନାହିଁ କି? ଆମକୁ ଡ. ଆମ୍ବେଦକର ଯେଉଁ ସମ୍ବିଧାନ ପ୍ରଦାନ କରିଛନ୍ତି, ତା’ର ନିୟମଗୁଡ଼ିକୁ ପାଳନ କରିବାକୁ ଆପଣ ଆପଣଙ୍କ ସରକାରକୁ ଅନୁରୋଧ କରିପାରିବେ ନାହିଁ କି?

ଏହା ସହିତ ଅନ୍ୟ ଏକ ଟ୍ୱିଟ୍‌ କରି ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ କଙ୍ଗନା କହିଛନ୍ତି- ଆପଣ ପଶ୍ଚିମରେ ବଢ଼ିଛନ୍ତି ଓ ଭାରତରେ ରହୁଛନ୍ତି। ଆପଣ ଜଣେ ମହିଳାର ସଂଘର୍ଷ ବିଷୟରେ ଅବଗତ ଥାଇପାରନ୍ତି। ଯେତେବେଳେ ଆପଣଙ୍କ ନିଜ ସରକାର ମହିଳାମାନଙ୍କୁ ହଇରାଣ କରୁଛି ଓ ଆଇନ ଶୃଙ୍ଖଳାର ମଜା ଉଡ଼ାଉଛି, ସେ ସମୟରେ ଆପଣ ଚୁପ୍ ରହୁଛନ୍ତି। ଆପଣଙ୍କର ଏହି ନିରବତାକୁ ଇତିହାସ ବିଚାର କରିବ। ଆଶା କରେ ଆପଣ ଏଥିରେ ହସ୍ତକ୍ଷେପ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story