ବିଶାଖାପାଟନାମ: ଉଦ୍ଘାଟନ ପୂର୍ବରୁ ଢେଲା ମାଡ଼ କରି ଭଙ୍ଗା ଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସର ବଗି ବଦଳିବ। ଟ୍ରେନ୍ ଯେଉଁ ବଗିଟି ଉପରେ ମାଡ଼ ହୋଇ ଭାଙ୍ଗିଛି ଏହାକୁ ବଦଳାଯିବ। ନୂଆ ବଗି ଲାଗିବା ପରଆ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ।
ବିଶାଖାପାଟନାମ୍ ରେଳ ଇଲାକାରେ ଥିବା ବ୍ରାଣ୍ଡ୍ ନ୍ୟୁ ବନ୍ଦେ ଭାରତ ଟ୍ରେନର କୋଚ୍ ଉପରେ ଗତକାଲି କେତକ ଅଜଣା ଲୋକେ ଢେଲାପଥର ମାଡ଼ କରିଥିଲେ। ଫଳରେ ଗୋଟିଏ ବଗିର କାଚ ସମ୍ପୂର୍ଣ୍ଣ ନଷ୍ଠ ହୋଇଯାଇଛି। ଏହି ନୂଆ ଏକ୍ସପ୍ରେସକୁ ଆସନ୍ତା ୧୫ ରିଖରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରେଳ ସୁରକ୍ଷା ବଳ ପକ୍ଷରୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବୁଧବାର ରାତିରେ କାଞ୍ଚାରାପାଲମରେ କୋଚ୍ କମ୍ପ୍ଲେକ୍ସ ନିକଟରେ କେତେକେ ପିଲା ଖେଳୁଥିଲେ। ଏହି ସମୟରେ କେତେ ଜଣ ଏହି ନୂଆ ଟ୍ରେନକୁ ଢେଲା ଳମାଡ଼ ଜକରିଛନ୍ତି। ଫଳରେ ବଗିର ଗୋଟିଏ କୋଚ ଭାଙ୍ଗିଯାଇଛି। ଗୋଟିଏ ପଟେ ମରାମତତି ଚାଲିଥିବା ବେଳେ ଅଭତଯୁକ୍ତମାନଙ୍କୁ ଖୋଜା ଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ଡ୍ରାଇଭର ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।