ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ରାତିରେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଶନିବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାଇକୋର୍ଟର ଅନ୍ୟ ବିଚାରପତି, ଅଧିକାରୀ ଓ ପ୍ରାୟ ୧୦୦ ଜଣ ଓକିଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ଏମାନଙ୍କୁ […]

highcourt

highcourt

Jitendra Garnayak
  • Published: Sunday, 16 August 2020
  • Updated: 16 August 2020, 08:09 AM IST

Sports

Latest News

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ରାତିରେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇ ଦ୍ରୁତ ଆରୋଗ୍ୟ କାମନା କରିଥିଲେ।

ଶନିବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାଇକୋର୍ଟର ଅନ୍ୟ ବିଚାରପତି, ଅଧିକାରୀ ଓ ପ୍ରାୟ ୧୦୦ ଜଣ ଓକିଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ଏମାନଙ୍କୁ ସମସ୍ତଙ୍କୁ କୋଭିଡ-୧୯ ଟେଷ୍ଟ୍ କରାଇ ନେବାକୁ କୁହାଯାଇଛି। ଏକ ମେଡିକାଲ୍ ଟିମ୍ ଆଜି ରାଜସ୍ଥାନ ହାଇକୋର୍ଟ ବାର୍ ଅଫିସ୍‌ରେ ପହଞ୍ଚି ସମସ୍ତଙ୍କ ପରୀକ୍ଷା କରିବ।

ଏହା ପୂର୍ବରୁ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ରାଜସ୍ଥାନରେ ୫୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୪୬ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story