ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଚାରିଆଡେ ମାଡିଗଲାଣି ମାହାମାରୀ। ସାରା ବିଶ୍ୱକୁ କବଳିତ କରିଛି କରୋନା। ଏହାକୁ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଆତଙ୍କ ଖେଳାଇଛି। ଓମିକ୍ରନ୍ ସଂକ୍ରମିତ ରୋଗୀମାନଙ୍କଠାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବା ଆଶଙ୍କା ଅନ୍ୟ ଭାରିଏଣ୍ଟ ତୁଳନାରେ କମ୍ ବୋଲି କୁହାଯାଉଛି। କିନ୍ତୁ ଏହା ପିଲାଙ୍କ ପାଇଁ ଘାତକ ହୋଇପାରେ। ଛୋଟ ପିଲାମନାଙ୍କ କ୍ଷେତ୍ରରେ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା ଓମିକ୍ରନ ଅଧିକ ବିପଜ୍ଜନକ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ […]

Omicron and children

Omicron and children

Madhupriya Mistry
  • Published: Sunday, 09 January 2022
  • Updated: 09 January 2022, 11:48 AM IST

Sports

Latest News

ନୂଆଦିଲ୍ଲୀ: ଚାରିଆଡେ ମାଡିଗଲାଣି ମାହାମାରୀ। ସାରା ବିଶ୍ୱକୁ କବଳିତ କରିଛି କରୋନା। ଏହାକୁ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଆତଙ୍କ ଖେଳାଇଛି। ଓମିକ୍ରନ୍ ସଂକ୍ରମିତ ରୋଗୀମାନଙ୍କଠାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବା ଆଶଙ୍କା ଅନ୍ୟ ଭାରିଏଣ୍ଟ ତୁଳନାରେ କମ୍ ବୋଲି କୁହାଯାଉଛି। କିନ୍ତୁ ଏହା ପିଲାଙ୍କ ପାଇଁ ଘାତକ ହୋଇପାରେ। ଛୋଟ ପିଲାମନାଙ୍କ କ୍ଷେତ୍ରରେ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା ଓମିକ୍ରନ ଅଧିକ ବିପଜ୍ଜନକ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ବିଶେଷଜ୍ଞମାନଙ୍କ ମୁତାବକ,  ଓମିକ୍ରନ୍ ମୁଖ୍ୟତଃ ଉପରର ଶ୍ୱାସକ୍ରିୟା ଟ୍ରାକ୍ଟ ଉପରେ ପ୍ରଭାବ ପକାଇଥାଏ। ପିଲାମାନଙ୍କର ରେସ୍ପିରେଟରୀ ରେଟ୍‌ ବୟସ୍କଙ୍କ ତୁଳନାରେ ଅଧିକ ଥାଏ, ଯାହା ସେମାନଙ୍କୁ ବାୟୁରେ ଥିବା ରୋଗବାହକଙ୍କ ପ୍ରତି ଅଧିକ ଅସୁରକ୍ଷିତ କରି ଦେଇଥାଏ।

ନୂଆଦିଲ୍ଲୀର ଏକ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ବୟସ୍କଙ୍କ ତୁଳନାରେ ପିଲାଙ୍କ ରେସ୍ପିରେଟରୀ ଟ୍ରାକ୍ଟ ଛୋଟ ଥାଏ ଏବଂ ଓମିକ୍ରନ୍‌ ଉପର ରେସ୍ପିରେଟରୀ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିପାଇଁ ପିଲାଙ୍କ ଠାରେ ଓମିକ୍ରନ୍‌ ଘାତକ ହେବା ସମ୍ଭାବନା ଅଧିକ ରହିଛି।

ସେ ଆହୁରି କହିଛନ୍ତି, ଗତ ଭାରିଏଣ୍ଟ ତୁଳନାରେ ଓମିକ୍ରନ୍‌ ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି। ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ପିଲାଙ୍କ ଠାରେ ବୟସ୍କଙ୍କ ଭଳି ଲକ୍ଷଣ ଯେପରିକି କାଶ, ଥଣ୍ଡା, ଜ୍ୱର ଦେଖିବାକୁ ମିଳୁଛି। ତେଣୁ ନିଜ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ସତର୍କ ହେବାକୁ ପଡିବ।

ପିଲାମାନଙ୍କ ଠାରେ ଓମିକ୍ରନର ଲକ୍ଷଣ ବୟସ୍କମାନଙ୍କଠାରୁ ଅଧିକ ଭିନ୍ନ ନୁହେଁ। ଯଥାସମ୍ଭବ ନିଜ ପିଲାମାନଙ୍କୁ ଘରେ ହିଁ ରଖନ୍ତୁ। ସେମାନଙ୍କ ଶରୀର ପାଇଁ ଆବଶ୍ୟକ ପୁଷ୍ଟିକରର ଯତ୍ନ ନିଅନ୍ତୁ ଫଳରେ ଯଦି ସେମାନେ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ଶରୀର ସଂକ୍ରମଣର ମୁକାବିଲା ପାଇଁ ଶକ୍ତି ପାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ୟୁଏସ୍‌ ସେଣ୍ଟର୍ସ ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌ର (ସିଡିସି)ର ତଥ୍ୟ ମୁତାବକ, ଗତ ସପ୍ତାହରେ ହାରାହାରି ପ୍ରତିଦିନ ୬୭୨ କରୋନାରେ ସଂକ୍ରମିତ ହୋଇ ପିଲାମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଯାହା ମହାମାରୀରେ ଏପର୍ଯ୍ୟନ୍ତ ସର୍ବାଧିକ ଥିଲା। ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ସଂକ୍ରମଣର ୬୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ ହଜାରରୁ ଅଧିକ ଓମିକ୍ରନ୍ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story