ଅଞ୍ଜଳିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଯୁବତୀଙ୍କୁ ୫ ଜଣ ଦୁର୍ବୃତ୍ତ କାରରରେ ଅତି ଆମାନବୀୟ ଭାବେ ଘୋଷାଡ଼ିନେବା ଘଟଣାରେ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ  ପୁଲିସ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୃତ ଯୁବତୀଙ୍କ ପରିବାରକୁ  ୧୦ଲକ୍ଷ କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ମା’ଙ୍କ ସହ କଥା ହୋଇ ତାଙ୍କ ମୃତ ଝିଅକୁ ନ୍ୟାୟ ପ୍ରଦାନ କରିବେ ବୋଲି […]

delhi

delhi

Tapas Behera
  • Published: Tuesday, 03 January 2023
  • Updated: 03 January 2023, 08:02 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ଯୁବତୀଙ୍କୁ ୫ ଜଣ ଦୁର୍ବୃତ୍ତ କାରରରେ ଅତି ଆମାନବୀୟ ଭାବେ ଘୋଷାଡ଼ିନେବା ଘଟଣାରେ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ  ପୁଲିସ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୃତ ଯୁବତୀଙ୍କ ପରିବାରକୁ  ୧୦ଲକ୍ଷ କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ମା’ଙ୍କ ସହ କଥା ହୋଇ ତାଙ୍କ ମୃତ ଝିଅକୁ ନ୍ୟାୟ ପ୍ରଦାନ କରିବେ ବୋଲି କଥା ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ପୀଡିତାଙ୍କ ମା’ଙ୍କ ସହିତ କଥା ହୋଇଛି । ଝିଅକୁ ନ୍ୟାୟ ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛି। ଏହି ମାମଲା ଲଢ଼ିବା ପାଇଁ ବଡ ଓକିଲଙ୍କୁ ଆଣିବୁ। ତାଙ୍କ ମା’ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଆମେ କରିବୁ। ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।

ସରକାର ପୀଡିତାଙ୍କ ପରିବାର ସହ ଅଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ଅନ୍ୟପଟେ ଏଡି ଘଟଣାର ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି।  ଘଟଣା ଦିନ ମୃତ ଅଞ୍ଜଳି ସିଂହ ସ୍କୁଟିରେ ଏକା ନଥିଲେ। ତାଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ଥିଲେ ବୋଲି ପୁଲିସ ତଦନ୍ତରୁ ଖୁଲାସା ହୋଇଛି।ସେହି ଦିନ ରାତିରେ ଅଞ୍ଜଳିଙ୍କ ସ୍କୁଟି ଯେତେବେଳେ ଦୁର୍ଘଟଣାର ଶିକାର ହୋଇଥିବା ସେତେବେଳେ ସ୍କୁଟି ପଛପଟେ ଆଉ ଜଣେ ଯୁବତୀ ମଧ୍ୟ ବସିଥିଲେ। ପୁଲିସ ସୂଚନା ମୁତାବକ, ଦୁର୍ଘଟଣା ବେଳେ ଉକ୍ତ ଯୁବତୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା।

ଏହାପରେ ସେ ଘଟଣାସ୍ଥଳରୁ ନିଜ ଘରକୁ ଚାଲିଯାଇଥିଲେ। କିନ୍ତୁ ଅଞ୍ଜଳିଙ୍କ ଗୋଡ ଦୁର୍ବୃତ୍ତଙ୍କ କାର୍ ଏକ୍ସେଲ୍‌ରେ ଫସି ଯାଇଥଇଲା। ଏହାପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲେ।ଦ୍ୱିତୀୟ ଯୁବତୀଙ୍କୁ ପୁଲିସ ଚିହ୍ନଟ କରିସାରିଛି। ଖବଶୀଘ୍ର ଯୁବତୀଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି। ସେପଟେ ଗତ ରାତିରେ ସ୍ୱତନ୍ତ୍ର କମିଶନର ଶାଲିନୀ ସିଂହ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ତାଙ୍କ ନେତୃତ୍ୱ ବର୍ତ୍ତମାନ ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story