ଇଡିର ଅଭିଯୋଗ, ଜେଲ୍ ଭିତରେ ମସାଜ କରାଉଛନ୍ତି ସତ୍ୟେନ୍ଦ୍ର ଜୈନ୍‌

ନୂଆଦିଲ୍ଲୀ: ଜେଲ୍ ଭିତରେ ଥାଇ ମଧ୍ୟ କାଟୁଛନ୍ତି ବିଳାସପୂର୍ଣ୍ଣ ଜୀବନ। ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଜେଲ୍ ଭିତରେ କରାଉଛନ୍ତି ନିଜର ମସାଜ। କେବଳ ସେତିକି ନୁହେଁ ଘର ଖାଦ୍ୟ ଖାଉଛନ୍ତି। ପ୍ରତିଦିନ ତାଙ୍କ ସ୍ତ୍ରୀ ତାଙ୍କୁ ଭେଟିବାକୁ ଆସୁଛନ୍ତି। ଏଭଳି କିଛି ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତିହାର ଜେଲରେ ସତ୍ୟେନ୍ଦ୍ର  ଜୈନଙ୍କ ବିଳାସପୂର୍ଣ୍ଣତାର ସିସିଟିଭି ଫୁଟେଜକୁ କୋର୍ଟରେ ଇଡି ହସ୍ତାନ୍ତର କରିଛି। ଅଭିଯୋଗରେ ଇଡି କହିଛି ଯେ, ତିହାର ଜେଲରେ ଥାଇ […]

satyendra-jain

satyendra-jain

Madhupriya Mistry
  • Published: Sunday, 30 October 2022
  • Updated: 30 October 2022, 01:28 PM IST

Sports

Latest News

ନୂଆଦିଲ୍ଲୀ: ଜେଲ୍ ଭିତରେ ଥାଇ ମଧ୍ୟ କାଟୁଛନ୍ତି ବିଳାସପୂର୍ଣ୍ଣ ଜୀବନ। ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଜେଲ୍ ଭିତରେ କରାଉଛନ୍ତି ନିଜର ମସାଜ। କେବଳ ସେତିକି ନୁହେଁ ଘର ଖାଦ୍ୟ ଖାଉଛନ୍ତି। ପ୍ରତିଦିନ ତାଙ୍କ ସ୍ତ୍ରୀ ତାଙ୍କୁ ଭେଟିବାକୁ ଆସୁଛନ୍ତି। ଏଭଳି କିଛି ଅଭିଯୋଗ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ତିହାର ଜେଲରେ ସତ୍ୟେନ୍ଦ୍ର  ଜୈନଙ୍କ ବିଳାସପୂର୍ଣ୍ଣତାର ସିସିଟିଭି ଫୁଟେଜକୁ କୋର୍ଟରେ ଇଡି ହସ୍ତାନ୍ତର କରିଛି। ଅଭିଯୋଗରେ ଇଡି କହିଛି ଯେ, ତିହାର ଜେଲରେ ଥାଇ ମଧ୍ୟ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ହେଡ ମସାଜ, ଫୁଟ ମସାଜ ଏବଂ ବ୍ୟାକ ମସାଜ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଫୁଟେଜ ଅନୁଯାୟୀ ଜେଲ ଅଧୀକ୍ଷକ ପ୍ରତିଦିନ ସତ୍ୟେନ୍ଦ୍ର ଜୈନଙ୍କୁ ନିୟମ ବିରୁଦ୍ଧରେ ଯାଇ ଭେଟୁଛନ୍ତୁ। ଏଥିସହ ମନ୍ତ୍ରୀ ମହୋଦୟଙ୍କୁ ଯେପରି ଜେଲ୍ ଭିତରେ କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି।

ଇଡି ଆହୁରି କହିଛି, କୋର୍ଟର ଆଦେଶକୁ ଅବମାନନା କରି ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଜେଲରେ ଘରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜେଲ୍ ମାନୁଆଲ୍‌ର ବିରୋଧରେ ଯାଇ ତାଙ୍କ ପତ୍ନୀ ପୁନମ୍ ଜୈନ୍ ପ୍ରତିଦିନ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସେଲ୍‌କୁ ଆସୁଛନ୍ତି।

ସିସିଟିଭି ଫୁଟେଜ ମୁତାବକ, ମାମଲାର ଅନ୍ୟ ଅଭିଯୁକ୍ତ ଥିବା ଉକ୍ତ ଜେଲ୍‌ରେ ବନ୍ଦୀ ଥିବା ଅଙ୍କୁଶ ଜୈନ ଓ ବୈଭବ ଜୈନ୍‌ଙ୍କ ସହ ସତ୍ୟେନ୍ଦ୍ର ଜୈନ ପ୍ରାୟତଃ ନିଜ ସେଲ୍ ଭିତରେ ଘଣ୍ଟା ଘଣ୍ଟା ଧରି ମିଟିଂ କରୁଛନ୍ତି। ଯାହା ମାମଲାର ତଦନ୍ତ ପାଇଁ ଠିକ୍ ନୁହେଁ ବୋଲି ଇଡି କୋର୍ଟରେ କହିଛି। ସେପଟେ ତିହାର ଜେଲ୍ ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story