ପ୍ରେମିକା ସହ ଧରାପଡ଼ିବା ପରେ ସ୍ତ୍ରୀ ଉପରେ କାର୍ ଚଢ଼ାଇ ଦେଲେ ଫିଲ୍ମ ପ୍ରଡ୍ୟୁସର୍‌

ମୁମ୍ବାଇ: ପାର୍କିଂରେ ଠିଆ ହୋଇଥିଲା ଦାମୀ ଗାଡି। ଭିତରେ ବଲିଉଡର ଫିଲ୍ମ ପ୍ରଡ୍ୟୁସର ଆଉ ସାଙ୍ଗରେ ଥିଲେ ତାଙ୍କ ଗାର୍ଲଫ୍ରେଣ୍ଡ। ହଠାତ୍ ଜଣେ ଯୁବତୀ କାର୍ ପାଖକୁ ଆସି ଡୋର୍ ଖୋଲିବାକୁ କହିଲେ। ହେଲେ ଡୋର୍ ଖୋଲିବା ବଦଳରେ ଯୁବତୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ ଫିଲ୍ମ ପ୍ରଡ୍ୟୁସର୍। ସେହି ଯୁବତୀ ଜଣକ ଆଉ କେହି ନଥିଲେ ବରଂ ଖୋଦ୍ ପ୍ରଡ୍ୟୁସରଙ୍କ ପତ୍ନୀ ଥିଲେ। ମାୟାନଗରୀ ମୁମ୍ବାଇରେ ଫିଲ୍ମ ପ୍ରଡ୍ୟୁସରଙ୍କ ଏହି ପରକୀୟା ପ୍ରୀତି ସାମ୍ନାକୁ ଆସିବା […]

filmmaker-kamal-mishra

filmmaker-kamal-mishra

Madhupriya Mistry
  • Published: Thursday, 27 October 2022
  • Updated: 27 October 2022, 10:56 AM IST

ମୁମ୍ବାଇ: ପାର୍କିଂରେ ଠିଆ ହୋଇଥିଲା ଦାମୀ ଗାଡି। ଭିତରେ ବଲିଉଡର ଫିଲ୍ମ ପ୍ରଡ୍ୟୁସର ଆଉ ସାଙ୍ଗରେ ଥିଲେ ତାଙ୍କ ଗାର୍ଲଫ୍ରେଣ୍ଡ। ହଠାତ୍ ଜଣେ ଯୁବତୀ କାର୍ ପାଖକୁ ଆସି ଡୋର୍ ଖୋଲିବାକୁ କହିଲେ। ହେଲେ ଡୋର୍ ଖୋଲିବା ବଦଳରେ ଯୁବତୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ ଫିଲ୍ମ ପ୍ରଡ୍ୟୁସର୍। ସେହି ଯୁବତୀ ଜଣକ ଆଉ କେହି ନଥିଲେ ବରଂ ଖୋଦ୍ ପ୍ରଡ୍ୟୁସରଙ୍କ ପତ୍ନୀ ଥିଲେ। ମାୟାନଗରୀ ମୁମ୍ବାଇରେ ଫିଲ୍ମ ପ୍ରଡ୍ୟୁସରଙ୍କ ଏହି ପରକୀୟା ପ୍ରୀତି ସାମ୍ନାକୁ ଆସିବା ପରେ ଏବେ ବି-ଟାଉନ୍‌ରେ ଚାଞ୍ଚଲ୍ୟ ଖେଳିଯାଇଛି।

https://twitter.com/ANI/status/1585294131970334720?s=20&t=aYPxV1autLDglDhIM8i6tA

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ପ୍ରେମିକା ପାଇଁ ତାଙ୍କ ସ୍ତ୍ରୀଙ୍କୁ କାର୍ ଚଢାଇ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୯ ତାରିଖ ରାତିରେ ପ୍ରଡ୍ୟୁସରଙ୍କ ସ୍ତ୍ରୀ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାର ଭିତରେ ରୋମାଣ୍ଟିକ ମୁଡରେ ଦେଖିଥିଲେ। କାରର କାଚ ବାଡେଇବା ସହ ତାଙ୍କ ସହ କଥା ହେଉଥିବା ବେଳେ ପ୍ରଡ୍ୟୁସର କିଶୋର ମିଶ୍ରା ହଠାତ୍ ଜୋରରେ କାର ଷ୍ଟାର୍ଟ କରିବା ସହ ତାଙ୍କୁ ଧକ୍କା ଦେଇଥିଲେ। କେବେଳ ଏତିକି ନୁହେଁ ତାଙ୍କ ଉପରେ କାର ଚଢାଇ ଦେଇଥିଲେ।

ମୁମ୍ବାଇ ଅନ୍ଧେରୀ ସ୍ଥିତ ପଶ୍ଚିମ ଇଲାକାରେ ଏହି ଘଟଣା ଘଟିଛି। ଏହି ଘଟଣାର ପୂରା ଭିଡିଓ ମଧ୍ୟ ସିସିଟିଭିରେ କଏଦ୍ ହୋଇଛି। କୌଣସି ସୂତ୍ରରୁ ଜାଣାପଡିବା ପରେ ଗୁରୁତର ଅବସ୍ଥାରେ ପ୍ରଡ୍ୟୁସରଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ ଫ୍ୟାକର୍ ହେବା ସହ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ଅମ୍ବୋଲି ଥାନା ଅଧିକାରୀଙ୍କ ମୁତାବକ, ଫିଲ୍ମ ପ୍ରଡ୍ୟୁସରଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପ୍ରଡ୍ୟୁସରଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story