Advertisment

ଦିଲ୍ଲୀ ହିଂସା ଘଟଣାରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ଗିରଫ

ନୂଆଦିଲ୍ଲୀ: ଗତ ଫେବ୍ରୁଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଗିରଫ ହେଲେ ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ। ୧୧ ଘଣ୍ଟାର ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌। ତାଙ୍କ ମୋବାଇଲ୍ ଫୋନ୍‌କୁ ଜବତ କରାଯାଇଛି। ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାଭଙ୍ଗି ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ଏହାସହ ତାଙ୍କ ବିରୋଧରେ ଲଗାଇଯାଇଛି ସଙ୍ଗିନ UAPA ଆକ୍ଟ।

author-image
Jitendra Garnayak
ଅଦ୍ୟତନ ହୋଇଛି
ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

umarkhalid

ନୂଆଦିଲ୍ଲୀ: ଗତ ଫେବ୍ରୁଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଗିରଫ ହେଲେ ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ।

Advertisment

୧୧ ଘଣ୍ଟାର ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌। ତାଙ୍କ ମୋବାଇଲ୍ ଫୋନ୍‌କୁ ଜବତ କରାଯାଇଛି।

ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାଭଙ୍ଗି ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ଏହାସହ ତାଙ୍କ ବିରୋଧରେ ଲଗାଇଯାଇଛି ସଙ୍ଗିନ UAPA ଆକ୍ଟ।

Advertisment
Umar Khalid