ଗର୍ଭବତୀ କୁକୁରକୁ ପିଟିପିଟି ମାରିଥିଲେ, ୪ ବନ୍ଧା ହେଲେ

ନୂଆଦିଲ୍ଲୀ: ଗଭର୍ବତୀ କୁକୁରକୁ ପିଟିପିଟି ମାରିଥିଲେ। ଏବେ ବନ୍ଧା ହେଲେ। ଦିଲ୍ଲୀ ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ୪ ଜଣ ଅଭିଯୁକ୍ତ ଡନ୍ ବସ୍କୋ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜୀର ଛାତ୍ର ବୋଲି ଜଣାପଡିଛି। ଗତ କିଛି ଦିନ ତଳେ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ ଅଞ୍ଚଳରେ କିଛି ଯୁବକ ଏକ ଗର୍ଭବତୀ କୁକୁରକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସୋଶାଲ ମିଡିଆରେ […]

four-students-arrested

four-students-arrested

Madhupriya Mistry
  • Published: Tuesday, 22 November 2022
  • Updated: 22 November 2022, 01:54 PM IST

Sports

Latest News

ନୂଆଦିଲ୍ଲୀ: ଗଭର୍ବତୀ କୁକୁରକୁ ପିଟିପିଟି ମାରିଥିଲେ। ଏବେ ବନ୍ଧା ହେଲେ। ଦିଲ୍ଲୀ ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ୪ ଜଣ ଅଭିଯୁକ୍ତ ଡନ୍ ବସ୍କୋ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜୀର ଛାତ୍ର ବୋଲି ଜଣାପଡିଛି।

ଗତ କିଛି ଦିନ ତଳେ ଦିଲ୍ଲୀ ନ୍ୟୁ ଫ୍ରେଣ୍ଡସ୍ ଅଞ୍ଚଳରେ କିଛି ଯୁବକ ଏକ ଗର୍ଭବତୀ କୁକୁରକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଏହି ଘଟଣାରେ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାପୂର୍ବରୁ ପୁଲିସ ଏହି ମାମଲାରେ ନଭେମ୍ବର ୨୦ ତାରିଖରେ ଏଫ୍‌ଆଇର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଛି। ପଚରାଉଚରା ବେଳେ, କୁକୁରଟି ବରମ୍ବାର ଭୁକିବା ଯୋଗୁଁ ଏଥିରେ ବିରକ୍ତ ହୋଇ ତାକୁ ପିଟିପିଟି ହତ୍ୟା କରିଥିବା ଗିରଫ ଅଭିଯୁକ୍ତମାନେ କହିଛନ୍ତି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story