କର୍କଟ ସହ ଲଢ଼ି ହାରିଗଲେ ବିଜେପି ବିଧାୟକ

ମୁମ୍ବାଇ: ଘାତକ କର୍କଟ ସହ ଲଢ଼ି ହାରିଗଲେ ବିଜେପି ବିଧାୟକ। ଦୀର୍ଘଦିନ ସହ କର୍କଟ ସହ ଲଢ଼ି ମହାରାଷ୍ଟ୍ର ବିଜେପି ବିଧାୟକ ଲକ୍ଷ୍ମଣ ଜଗତପଙ୍କ ମୃତ୍ୟୁ ଘଟିଛି। ୫୯ ବର୍ଷୀୟ ଲକ୍ଷ୍ମଣ କିଛି ମାସ ଧରି ଅସୁସ୍ଥତା ରହିବା ସହ ଜୀବନ ସଂଗ୍ରାମ ଜାରି ରଖିଥିଲେ। ହେଲେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ପୁଣେର ଚିଞ୍ଚୱାଡର ବିଧାୟକ ଲକ୍ଷ୍ମଣ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ପିମ୍ପଲ୍ ଗୁରୁଭରେ […]

uio1

uio1

Tapas Behera
  • Published: Tuesday, 03 January 2023
  • Updated: 03 January 2023, 04:13 PM IST

Sports

Latest News

ମୁମ୍ବାଇ: ଘାତକ କର୍କଟ ସହ ଲଢ଼ି ହାରିଗଲେ ବିଜେପି ବିଧାୟକ। ଦୀର୍ଘଦିନ ସହ କର୍କଟ ସହ ଲଢ଼ି ମହାରାଷ୍ଟ୍ର ବିଜେପି ବିଧାୟକ ଲକ୍ଷ୍ମଣ ଜଗତପଙ୍କ ମୃତ୍ୟୁ ଘଟିଛି। ୫୯ ବର୍ଷୀୟ ଲକ୍ଷ୍ମଣ କିଛି ମାସ ଧରି ଅସୁସ୍ଥତା ରହିବା ସହ ଜୀବନ ସଂଗ୍ରାମ ଜାରି ରଖିଥିଲେ। ହେଲେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ପୁଣେର ଚିଞ୍ଚୱାଡର ବିଧାୟକ ଲକ୍ଷ୍ମଣ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ପିମ୍ପଲ୍ ଗୁରୁଭରେ ବିଧାୟକଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଲକ୍ଷ୍ମଣ ଚିଞ୍ଚୱାଡ ବିଧାନସଭା ଆସନରୁ ତିନିଥର ବିଧାୟକ ଥିଲେ। ତାଙ୍କର ଅସୁସ୍ଥତା ସତ୍ତ୍ୱେ ଗତ ବର୍ଷ ମେ ଏବଂ ଜୁନ୍ ମାସରେ ଅନୁଷ୍ଠିତ ରାଜ୍ୟସଭା ଏବଂ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ଲକ୍ଷ୍ମଣ ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ।ଯାହା ତାଙ୍କୁ ରାଜନୈତିକ ମହଲରେ ବେଶ ପ୍ରଶଂସା ଦେଇଥିଲା  । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଟ୍ୱିଟ୍ କରି ପରିବାରକୁ ଏଭଳି ଏକ ଦୁଃଖଦ ମୂହୁର୍ତ୍ତରୁ ମୁକ୍ତିପାଇଁ ଶକ୍ତି ଯୋଗେଇବାକୁ ସେ କାମନା କରିଛନ୍ତି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ୧୫ଦିନ ମଧ୍ୟରେ ଦଳ ପାଇଁ ଏହା ଦ୍ୱିତୀୟ ଦୁର୍ଭାଗ୍ୟଜନକ ଖବର। ସେ କହିଛନ୍ତି, ମୁକ୍ତା ତିଲକଙ୍କ ମୃତ୍ୟୁ ପରେ ଏହା ସମସ୍ତ ବିଜେପି କର୍ମୀଙ୍କ ପାଇଁ ଦ୍ୱିତୀୟ  ଶକ୍ତ ଧକ୍କା। ଆମେ ସମସ୍ତେ ଗୋଟିଏ ପରିବାର ଭଳି ବଞ୍ଚୁ। ଲକ୍ଷ୍ମଣ ଦେହାନ୍ତ ହେବା ପରିବାର ସଦସ୍ୟଙ୍କୁ ହରାଇବା ପରି। ଏହା ପୂର୍ବରୁ ଡିସେମ୍ବର ୨୨ରେ ପୁଣେର କସବା ଆସନରୁ ଦଳର ବିଧାୟକ ମୁଖତା ତିଲକଙ୍କ ପରଲୋକ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story