ସୁରକ୍ଷା ବଳୟକୁ ଡେଇଁ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିବା ବାଳକର ବୟାନ: ମୋଦି ଭଗବାନଙ୍କ ପରି

ହୁବୁଳି: ମୁଁ ମୋଦିଙ୍କର ଜଣେ ବଡ ପ୍ରଶଂସକ। ସେ ଭଗବାନଙ୍କ ପରି। କର୍ଣ୍ଣାଟକର ହୁବୁଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ’ ବେଳେ ସୁରକ୍ଷା ବଳୟକୁ ଭେଦ କରି ତାଙ୍କୁ ଫୁଲ ମାଳ ପିନ୍ଧାଇବାକୁ ଉଦ୍ୟମ କରିଥିବା ଜଣେ ୬ ବର୍ଷର ବାଳକ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ ଶୁଣିବାକୁ ପାଇଥିଲି ଯେ, ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। ସେଥିପାଇଁ ମୁଁ ତାଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଯାଇଥିଲି।  ପରିବାର ସଦସ୍ୟଙ୍କ ସହ ସେଠାକୁ […]

678

678

Tapas Behera
  • Published: Friday, 13 January 2023
  • Updated: 13 January 2023, 07:44 PM IST

Sports

Latest News

ହୁବୁଳି: ମୁଁ ମୋଦିଙ୍କର ଜଣେ ବଡ ପ୍ରଶଂସକ। ସେ ଭଗବାନଙ୍କ ପରି। କର୍ଣ୍ଣାଟକର ହୁବୁଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ’ ବେଳେ ସୁରକ୍ଷା ବଳୟକୁ ଭେଦ କରି ତାଙ୍କୁ ଫୁଲ ମାଳ ପିନ୍ଧାଇବାକୁ ଉଦ୍ୟମ କରିଥିବା ଜଣେ ୬ ବର୍ଷର ବାଳକ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ ଶୁଣିବାକୁ ପାଇଥିଲି ଯେ, ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। ସେଥିପାଇଁ ମୁଁ ତାଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଯାଇଥିଲି।  ପରିବାର ସଦସ୍ୟଙ୍କ ସହ ସେଠାକୁ ଯାଇଥିଲି। ଏହି ସମୟରେ ମୁଁ ମୋ ଦୁଇ ଦାଦାଙ୍କ ସହ ଆରଏସଏସ ପୋଷାକ ପିନ୍ଧି ମୋଦିଙ୍କୁ ଫୁଲମାଳ ପିନ୍ଧାକାବକୁ ଚେଷ୍ଟା କରିଥିଲୁ। ବ୍ୟାରିକେଡ୍‌ ଅତିକ୍ରମ କରି ଫୁଲ ମାଳ ନେଇ ଯାଇଥିଲୁ। ମୋଦି ଆମ ଫୁଲ ମାଳକୁ ନେବା ପାଇଁ ହାତ ମଧ୍ୟ ବଢ଼ାଥିଲେ।

କିନ୍ତୁ ପହଞ୍ଚି ପାରି ନଥିଲେ। କାରଣ ସୁରକ୍ଷା କର୍ମୀମାନେ ମୋତେ ତା ପୂର୍ବରୁ ଉଠାଇ ନେଇଥିଲେ। ତେବେ ସମ୍ପୃକ୍ତ ପିଲା ଏବଂ ତାଙ୍କ ପାରିବାର ସଦସ୍ୟଙ୍କୁ ନେଇ ପୁଲିସ ପଚରାଉଚରା କରଥିଲା। ପରେ ବାଳକଟି ନୀରିହ ବୋଲି ଜାଣିବା ପରେ ପୁଲିସ ତାକୁ ଛାଡ଼ି ଦେଇଛି। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଗତକାଲି କର୍ଣ୍ଣାଟକ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଚକ୍ଷାକୁ ନେଇ ଏକ ଅଘଟଣ ଘଟିଥିଲା। କର୍ଣ୍ଣାଟକର ହୁବୁଳିରେ ପ୍ରଧାନମନ୍ତ୍ରୀ ରୋଡ଼ ଶୋ’ କରୁଥିବା ବେଳେ ସମ୍ପୃକ୍ତ ପିଲାଟି ସୁରକ୍ଷା ବଳୟକୁ ଭେଦ କରି ମୋଦିଙ୍କ ବେକରେ ଏକ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଥିଲା। ସେ ମୋଦିଙ୍କ ଆଡ଼କୁ ହଠାତ୍‌ ଦଉଡ଼ି ଆସୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଟେକି ନେଇଥିଲେ।

ଗତ ବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ପଂଜାବ ଗସ୍ତ ବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା।  ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକେଡକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡ଼ିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଆଗକୁ ବଢ଼ିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story